ପୁଲିସ୍‌ ଗାଡ଼ିରେ ଚମ୍ପଟ ମାରିଲା ଅଭିଯୁକ୍ତ; ୨ ନିଲମ୍ବିତ

ଉଦଳା(ମାନସ ପାଣି ): ପୁଲିସ୍‌ କବଜାରୁ ଖସିଗଲା ଅଭିଯୁକ୍ତ। ତାହା ପୁଣି ପୁଲିସ୍‌ ବାଇକ୍‌ ଧରି। ଉଦଳା କଲେଜ ନିକଟ ଜଙ୍ଗଲରୁ ଉକ୍ତ ବାଇକ୍‌ଟି ମିଳିବା ପରେ ଏହି ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ମିଳିଥିବା ବାଇକ୍‌ଟି ପୋଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଯାଇଛି । ଏହି ଘଟଣାରେ ପାଟ୍ରୋଲିଂରେ ଯାଇଥିବା ASI ସତ୍ୟନାରାୟଣ ବାରିକ, ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି।     ପୂରା ଘଟଣାଟି ଏହିପରି। କାଲି ରାତିରେ ଶୁଳିଆପଦା […]

bike-1

bike-1

Niharika Rout
  • Published: Friday, 11 October 2019
  • Updated: 11 October 2019, 02:01 PM IST

Sports

Latest News

ଉଦଳା(ମାନସ ପାଣି ): ପୁଲିସ୍‌ କବଜାରୁ ଖସିଗଲା ଅଭିଯୁକ୍ତ। ତାହା ପୁଣି ପୁଲିସ୍‌ ବାଇକ୍‌ ଧରି। ଉଦଳା କଲେଜ ନିକଟ ଜଙ୍ଗଲରୁ ଉକ୍ତ ବାଇକ୍‌ଟି ମିଳିବା ପରେ ଏହି ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ମିଳିଥିବା ବାଇକ୍‌ଟି ପୋଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଯାଇଛି । ଏହି ଘଟଣାରେ ପାଟ୍ରୋଲିଂରେ ଯାଇଥିବା ASI ସତ୍ୟନାରାୟଣ ବାରିକ, ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି।    

ପୂରା ଘଟଣାଟି ଏହିପରି। କାଲି ରାତିରେ ଶୁଳିଆପଦା ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଖବର ପାଇ  ASI ସତ୍ୟନାରାୟଣ ବାରିକ, ହାବିଲଦାର ଦୀପ୍ତେଂଶୁ  ଏକ ପୁଲିସ୍‌ ବାଇକ୍‌ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ସେମାନେ  ଦୁର୍ଘଟଣା ଘଟାଇଥିବା ସଞ୍ଜୀବ ଜେନା ନାମକ ବ୍ୟକ୍ତିକୁ କାବୁ କରିଥିଲେ। ଏହାପରେ ସଞ୍ଜୀବକୁ ମେଡିକାଲ ଟେଷ୍ଟ ପାଇଁ ନିକଟସ୍ଥ କୋଷ୍ଠା ହସ୍ପିଟାଲ  ନେଇଥିଲେ ।

ତେବେ ଅଭିଯୁକ୍ତଜଣକ ପୁଲିସ୍‌ ଆଖିରେ ଧୂଳି ଦେଇ କୋଷ୍ଠା ମେଡିକାଲରୁ ଚତୁରତାର ସହ ଖସି ପଳାଇଥିଲା। ଗଲା ବେଳେ ସେ ପୁଲିସ୍‌ ପାଟ୍ରୋଲିଂ ବାଇକ୍‌ ମଧ୍ୟ ନେଇ ପଳାଇଥିଲା। ଏହାପରେ କିଛି ଦୂର ଯିବା ପରେ ଜଙ୍ଗଲିଆ ଜାଗା ଦେଖି  ବାଇକ୍‌ ଫିଙ୍ଗି ଫେରାର ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ବାଇକ୍‌ଟିକୁ ଜବତ କରାଯାଇଛି। ଏବେ ବି ଫେରାର ଅଭିଯୁକ୍ତର ପତ୍ତା ମିଳି ନ ଥିବା ବେଳେ ନିଲମ୍ବିତ ହେଲେ ୨ ପୁଲିସ୍‌ କର୍ମଚାରୀ।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story