ହାତୀ ଆକ୍ରମଣରେ ଗୋଟିଏ ମଇଁଷି ମୃତ, ୫ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ହାତୀ ଆତଙ୍କ। ଚନ୍ଦକା ପଥରଗାଡ଼ିଆ ଗାଁରେ ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଛି। ସେହିପରି ୫ଟି ମଇଁଷି ଗୁରୁତର ହୋଇପଡ଼ିଛନ୍ତି। ହାତୀ ଆକ୍ରମଣକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦକା ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂ କରାଯାଉନଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 12:17 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ହାତୀ ଆତଙ୍କ। ଚନ୍ଦକା ପଥରଗାଡ଼ିଆ ଗାଁରେ ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଛି। ସେହିପରି ୫ଟି ମଇଁଷି ଗୁରୁତର ହୋଇପଡ଼ିଛନ୍ତି।

ହାତୀ ଆକ୍ରମଣକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦକା ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂ କରାଯାଉନଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story