ତେନ୍ତୁଳି ଖଟା ଖାଇ ଛାତ୍ର ମୃତ୍ୟୁ, ୩ ଅସୁସ୍ଥ!

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ସ୍କୁଲରେ ଆଚାର ଖାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ୩ ଜଣ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଦୁଇ ଜଣ ଝିଅ ଅଛନ୍ତି। ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ନରସିଂହ ପ୍ରସାଦ ୟୁ.ପି ସ୍କୁଲରେ ତାଲା ପଡ଼ିଛି। ଏହା ସତ୍ତ୍ୱେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରାଜେଶ ପରିଡ଼ା ଘରୁ ତେନ୍ତୁଳି ଖଟା ନେଇ ସ୍କୁଲ ଯାଇଥିଲେ। ସେଠାରେ ଅନ୍ୟ […]

student

student

Manoranjan Sial
  • Published: Tuesday, 11 September 2018
  • Updated: 11 September 2018, 05:37 PM IST

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ସ୍କୁଲରେ ଆଚାର ଖାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ୩ ଜଣ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଦୁଇ ଜଣ ଝିଅ ଅଛନ୍ତି। ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ନରସିଂହ ପ୍ରସାଦ ୟୁ.ପି ସ୍କୁଲରେ ତାଲା ପଡ଼ିଛି। ଏହା ସତ୍ତ୍ୱେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରାଜେଶ ପରିଡ଼ା ଘରୁ ତେନ୍ତୁଳି ଖଟା ନେଇ ସ୍କୁଲ ଯାଇଥିଲେ। ସେଠାରେ ଅନ୍ୟ ୩ ସାଙ୍ଗଙ୍କ ସେହି ଖଟାକୁ ଖାଇଥିଲେ। ଫଳରେ ସେଠାରେ ସମସ୍ତେ ବାନ୍ତି କରିଥିଲେ। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ସ୍କୁଲରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ତେବେ ରାସ୍ତାରେ ରାଜେଶର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story