ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ; ବାପା ଚାଲିଗଲେ, ମା’ପୁଅ ବଞ୍ଚିଗଲେ

ରାୟଗଡ଼ା(ମଉଡି ବାରିକ): ତିନି ଚାରି ଦିନ ହେଲାଣି ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଦୁଇଟି ସ୍ଥାନରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କାଶୀପୁର ବ୍ଲକ୍‌ ପଣସଗୁଡ଼ାରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସମ୍ବରୁ […]

wall-colapse,,

wall-colapse,,

Tapaswini Nayak
  • Published: Monday, 29 July 2019
  • Updated: 29 July 2019, 10:26 AM IST

Sports

Latest News

ରାୟଗଡ଼ା(ମଉଡି ବାରିକ): ତିନି ଚାରି ଦିନ ହେଲାଣି ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଦୁଇଟି ସ୍ଥାନରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ କାଶୀପୁର ବ୍ଲକ୍‌ ପଣସଗୁଡ଼ାରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସମ୍ବରୁ ମାଝି। ତାଙ୍କ ପତ୍ନୀ ଓ ପୁଅଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

rayadgda1ସେହିପରି ଅନ୍ୟ ଅଘଟଣଟି କଲ୍ୟାଣସିଂହପୁରର କଦମ୍ବଦ୍ୱାର ସାହିରେ ଘଟିଛି। ଏଠାରେ କାନ୍ଥ ଭୁଶୁଡ଼ି ଜଣେ ଗୁରୁତର ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story