କାର୍‌କୁ ଧକ୍କା ଦେଲା ବସ୍‌, ଜଣେ ମୃତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ  ବସ୍‌ କାର୍‌କୁ ଧକ୍କା ଦେବା ଫଳରେ କାର୍‌ ଡ୍ରାଇଭରର ମୃତ୍ୟୁ  ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରିତମ ସାହୁ। ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ। ଆଜି ସକାଳେ ଖର୍ଲିକାନି ଛକଠାରେ ଏକ କାର୍‌ ସହ ବୀପରିତ ଦିଗ ଆଡୁ ଆସୁଥିବା ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାପରେ ଗାଡ଼ି ଡ୍ରାଇଭର  ବସ୍‌ ନେଇ […]

accident

accident

Tapaswini Nayak
  • Published: Monday, 11 July 2022
  • Updated: 11 July 2022, 11:27 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ  ବସ୍‌ କାର୍‌କୁ ଧକ୍କା ଦେବା ଫଳରେ କାର୍‌ ଡ୍ରାଇଭରର ମୃତ୍ୟୁ  ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରିତମ ସାହୁ। ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ।

ଆଜି ସକାଳେ ଖର୍ଲିକାନି ଛକଠାରେ ଏକ କାର୍‌ ସହ ବୀପରିତ ଦିଗ ଆଡୁ ଆସୁଥିବା ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାପରେ ଗାଡ଼ି ଡ୍ରାଇଭର  ବସ୍‌ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। କାର୍‌ ଡ୍ରାଇଭର ପ୍ରିତମଙ୍କୁ ସ୍ଥାନୀୟ  ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ।

ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଛି। ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story