ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଜଣେ ମୃତ

ପୋଲସରା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅଧୀନସ୍ଥ ରାମ୍ପୁଡି ଗାଁରେ  ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମ୍ପୁଡ଼ି ଗାଁର କାର୍ତ୍ତିକେଶ୍ୱର ଶବ। ତାଙ୍କୁ ୩୫ ବର୍ଷ ହୋଇଥିଲା। ଏହି  ଘଟଣାରେ ପୁଲିସ ଲଡୁ ଶବରଙ୍କୁ ପୋଲସରା ଥାନାରେ ଅଟକ ରଖି  ପଚରାଉଚରା  କରୁଛି। ପୁଲିସ  ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  ପଠାଇଛି। ପୋଲସରା ଥାନା ପୁଲିସ ଓ ସାଇଣ୍ଟିଫିକ୍ […]

Gun

Gun

Tapaswini Nayak
  • Published: Tuesday, 25 January 2022
  • Updated: 25 January 2022, 11:12 AM IST

Sports

Latest News

ପୋଲସରା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅଧୀନସ୍ଥ ରାମ୍ପୁଡି ଗାଁରେ  ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମ୍ପୁଡ଼ି ଗାଁର କାର୍ତ୍ତିକେଶ୍ୱର ଶବ। ତାଙ୍କୁ ୩୫ ବର୍ଷ ହୋଇଥିଲା। ଏହି  ଘଟଣାରେ ପୁଲିସ ଲଡୁ ଶବରଙ୍କୁ ପୋଲସରା ଥାନାରେ ଅଟକ ରଖି  ପଚରାଉଚରା  କରୁଛି।

ପୁଲିସ  ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  ପଠାଇଛି। ପୋଲସରା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଘଟଣାର ତଦନ୍ତ କରୁଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି।

ଲଡୁ ଶବରଙ୍କ ଝିଅ କହିଛନ୍ତି,  ମୋ ବାପା ନିଦ୍ଦୋର୍ଶ । ତାଙ୍କୁ ବିନା ଦୋଷରେ ପୁଲିସ ଥାନାକୁ ନେଇଛି। ମୋ ବାପା ସେମିତି ଭୁଲ କାମ କରି   ନ ଥିବେ।କାର୍ତ୍ତିକେଶ୍ୱରଙ୍କ ଅନ୍ୟ କାହା ସହିତ ଶତ୍ରୁତା  ଥାଇ ପାରେ। ମୋ ବାପା ତାଙ୍କୁ ହତ୍ୟା କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story