ଗଛରେ ପିଟି ହେଲା ବିଏମଡବ୍ଲ୍ୟୁ; ଜଣେ ମୃତ, ୪ ଆହତ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ରାସ୍ତାର କୁଶଭଦ୍ରା ପୋଲ ନିକଟରେ ଏକ ବିଏମଡବ୍ଲ୍ୟୁ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଭୁବନେଶ୍ୱରର ଅଶୋକ ନଗରର ନନ୍ଦ କିଶୋର ପାତ୍ର। ଅଗ୍ନିଶମ ବିଭାଗର କର୍ମଚାରୀ ୪ ଜଣ ଆହତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ୩ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ […]

accident

accident

Rakesh Mallick
  • Published: Monday, 15 January 2018
  • Updated: 15 January 2018, 10:45 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ରାସ୍ତାର କୁଶଭଦ୍ରା ପୋଲ ନିକଟରେ ଏକ ବିଏମଡବ୍ଲ୍ୟୁ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଭୁବନେଶ୍ୱରର ଅଶୋକ ନଗରର ନନ୍ଦ କିଶୋର ପାତ୍ର। ଅଗ୍ନିଶମ ବିଭାଗର କର୍ମଚାରୀ ୪ ଜଣ ଆହତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ୩ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ରାମଚଣ୍ଡୀ ପୋଲିସ ଘଟଣାର ତଦନ୍ତ କରୁଛି।

ଏମାନେ ସମସ୍ତେ ଗତକାଲି ପୁରୀ ବୁଲିବାକୁ ଆସିଥିଲେ। ଆଜି ସକାଳେ କୋଣାର୍କ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story