ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଲୋନୀରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷୀରୋଦ ଆଚାର୍ଯ୍ୟା। ଫୁଲ ଚୋରି ରୋକିବାକୁ କଲୋନୀର ଏକ ଗଛରେ ବିଦ୍ୟୁତ୍‌ ଲଗାଯାଇଥିବାରୁ ଏହା ସଂସ୍ପର୍ଶରେ ଆସି କ୍ଷୀରୋଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ଖଣ୍ଡପଡ଼ା […]

death

death

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 01:34 PM IST

Sports

Latest News

nayagdaନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଲୋନୀରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷୀରୋଦ ଆଚାର୍ଯ୍ୟା।

ଫୁଲ ଚୋରି ରୋକିବାକୁ କଲୋନୀର ଏକ ଗଛରେ ବିଦ୍ୟୁତ୍‌ ଲଗାଯାଇଥିବାରୁ ଏହା ସଂସ୍ପର୍ଶରେ ଆସି କ୍ଷୀରୋଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ କରିଛନ୍ତି।

ଏହି ଘଟଣାରେ ଖଣ୍ଡପଡ଼ା ବ୍ଳକ୍‌ ଡ୍ରାଇଭର୍ କୃଷ୍ଣ ପଟ୍ଟନାୟକଙ୍କ ହାତ ଥିବା ସନ୍ଦେହ କରି ଲୋକେ ପୋଲିସର ଜିମା ଦେଇଛନ୍ତି। ନୟାଗଡ଼ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story