ମାଟି ଅତଡ଼ା ଖସି ଜଣେ ମୃତ, ଜଣେ ଆହତ

ନବରଙ୍ଗପୁର: ପାହାଡ଼କୁ ପଥର ସଂଗ୍ରହ ପାଇଁ ଯାଇ ଜୀବନ ଗଲା। ମାଟି ଅତଡ଼ା ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ହୁଗୁଲାହାଣ୍ଡି ଗାଁରେ। ମୃତକ ଜଣଙ୍କ ହେଲେ ବନ୍ଧୁ ଭତର। ଆହତ ଦଶରଥ ଗଣ୍ଡଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପାହାଡ଼କୁ ମୋଟ ୩ ଜଣ ବ୍ୟକ୍ତି ପଥର ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ […]

nabarangpur

nabarangpur

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 11:40 AM IST

Sports

Latest News

ନବରଙ୍ଗପୁର: ପାହାଡ଼କୁ ପଥର ସଂଗ୍ରହ ପାଇଁ ଯାଇ ଜୀବନ ଗଲା। ମାଟି ଅତଡ଼ା ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ହୁଗୁଲାହାଣ୍ଡି ଗାଁରେ। ମୃତକ ଜଣଙ୍କ ହେଲେ ବନ୍ଧୁ ଭତର। ଆହତ ଦଶରଥ ଗଣ୍ଡଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପାହାଡ଼କୁ ମୋଟ ୩ ଜଣ ବ୍ୟକ୍ତି ପଥର ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story