ଏନକାଉଣ୍ଟରରେ ଗୁରିଆ ଆହତ

<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ଓରଫ ଗୁରିଆ ଆହତ ହୋଇଛି। ଗୁରିଆର ଗୋଡ଼ରେ ଗୁଳି ବାଜିଛି। ତା&rsquo; ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜଗତପୁରରେ ଏକ ବୋମା ମାଡ଼ ଘଟଣାରେ ତାକୁ ଧରିବାକୁ ଗତକାଲି ସ୍ପେଶାଲ ସ୍କ୍ୱାଡ ଓ ସ୍ଥାନୀୟ ପୋଲିସ ଉଦ୍ୟମ କରିବା ବେଳେ ଗୁରି&zwnj;ଆ ହଠାତ୍ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ତାକୁ ଏନକାଉଣ୍ଟର କରି କାବୁ କରିଥିଲା।</p>

Ordigital Desk
  • Published: Thursday, 01 March 2018
  • Updated: 01 March 2018, 07:54 AM IST

Sports

Latest News

<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ଓରଫ ଗୁରିଆ ଆହତ ହୋଇଛି। ଗୁରିଆର ଗୋଡ଼ରେ ଗୁଳି ବାଜିଛି। ତା&rsquo; ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜଗତପୁରରେ ଏକ ବୋମା ମାଡ଼ ଘଟଣାରେ ତାକୁ ଧରିବାକୁ ଗତକାଲି ସ୍ପେଶାଲ ସ୍କ୍ୱାଡ ଓ ସ୍ଥାନୀୟ ପୋଲିସ ଉଦ୍ୟମ କରିବା ବେଳେ ଗୁରି&zwnj;ଆ ହଠାତ୍ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ତାକୁ ଏନକାଉଣ୍ଟର କରି କାବୁ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos