ଭୋଟ୍ ପାଇଁ ଆଉ ଏକ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ନୂଆ ଯୋଜନା ‘କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି। କଳା ପ୍ରତି ସମର୍ପିତ ଥିବା କାରିଗରମାନଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବରିଷ୍ଠ କାରିଗରମାନଙ୍କୁ ମାସିକ ୮୦୦ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ଵ କାରିଗରଙ୍କୁ ମାସିକ ୧୦୦୦ଟଙ୍କା ସହାୟତା ମିଳିବ। ଏଥିପାଇଁ […]

one-more-pre-election-sop-for-artisans-announced

Manoranjan Sial
  • Published: Tuesday, 05 March 2019
  • Updated: 05 March 2019, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ନୂଆ ଯୋଜନା ‘କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି। କଳା ପ୍ରତି ସମର୍ପିତ ଥିବା କାରିଗରମାନଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବରିଷ୍ଠ କାରିଗରମାନଙ୍କୁ ମାସିକ ୮୦୦ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ଵ କାରିଗରଙ୍କୁ ମାସିକ ୧୦୦୦ଟଙ୍କା ସହାୟତା ମିଳିବ। ଏଥିପାଇଁ ଜଣେ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଦରକାର।

ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଏକ ଚୟନ କମିଟି ଗଠନ କରାଯାଇ ହିତାଧିକାରୀ ଚିହ୍ନଟ କରାଯିବ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story