ପିଲାଙ୍କୁ ପାଠ ପଢ଼ାଉଛନ୍ତି ପିଲା

ତେଲକୋଇ(ଚିନ୍ମୟ କୁମାର ସାହୁ) :ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ। ଗୋଟିଏ ଶ୍ରେଣୀରେ ନୁହେଁ, ବିଦ୍ୟାଳରେ ଥିବା ୮ଟି ଶ୍ରେଣୀର ଦୃଶ୍ୟ ପ୍ରାୟ ଏକାଭଳି। ତେବେ କାହିଁକି ଏଭଳି ଅବସ୍ଥା ? ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକରେ ଚାଲିଛି କେନ୍ଦୁଝର ଜିଲ୍ଲା ବେଣିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେ ବି ଆଠଟି ଶ୍ରେଣୀର ୯୯ ଛାତ୍ରଛାତ୍ରୀଙ୍କୁ ନେଇ  ୪ ମାସ ହେଲା ଚାଲିଛି ଏଭଳି ଶିକ୍ଷା। ଫଳରେ […]

3678

3678

Tapas Behera
  • Published: Sunday, 29 September 2019
  • Updated: 29 September 2019, 07:08 PM IST

ତେଲକୋଇ(ଚିନ୍ମୟ କୁମାର ସାହୁ) :ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ। ଗୋଟିଏ ଶ୍ରେଣୀରେ ନୁହେଁ, ବିଦ୍ୟାଳରେ ଥିବା ୮ଟି ଶ୍ରେଣୀର ଦୃଶ୍ୟ ପ୍ରାୟ ଏକାଭଳି। ତେବେ କାହିଁକି ଏଭଳି ଅବସ୍ଥା ? ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ଶିକ୍ଷକରେ ଚାଲିଛି କେନ୍ଦୁଝର ଜିଲ୍ଲା ବେଣିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେ ବି ଆଠଟି ଶ୍ରେଣୀର ୯୯ ଛାତ୍ରଛାତ୍ରୀଙ୍କୁ ନେଇ  ୪ ମାସ ହେଲା ଚାଲିଛି ଏଭଳି ଶିକ୍ଷା। ଫଳରେ ବାଧ୍ୟ ହୋଇ ଗୋଟିଏ ଶ୍ରେଣୀରେ ପିଲାଙ୍କୁ ପଢାଇ ସାରି ଅନ୍ୟ ପିଲାଙ୍କୁ ପାଠ ପଢାନ୍ତି। ତେଣୁ ଯେଉଁ ଶ୍ରେଣୀରେ ଶିକ୍ଷକ ନଥାନ୍ତି, ସେଠି ସହପାଠୀ ହିଁ ଶିକ୍ଷକ ସାଜନ୍ତି । ବାରମ୍ବାର ଅଭିଯୋଗ ପରେ ବି ଶୁଣିବାକୁ କେହି ନାହାନ୍ତି। ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ସରକାରଙ୍କ ମୁଖା ଖୋଲିଛି ବେଣିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।

ପୂର୍ବରୁ ବିଦ୍ୟାଳୟରେ ଆଉ ୨ ଜଣ ଶିକ୍ଷକ ଥିଲେ। ହେଲେ ଜଣେ ସିଆରସି ଏବଂ ଅନ୍ୟ ଜଣେ ବଦଳି ହେବା ପରେ ଏବେ ବିଦ୍ୟାଳୟରେ ଜଣେ ଶିକ୍ଷକ।

ଗତ ଚାରି ମାସ ହେଲା ଜଣେ କନିଷ୍ଠ ଶିକ୍ଷକଙ୍କ ଦ୍ୱାରା ଚାଲିଛି ଆଠଟି ଶ୍ରେଣୀର ପାଠପଢା। କେବେ କେବେ ସ୍କୁଲର ସମସ୍ତ ପିଲାଙ୍କୁ ଏକାଠି କରି ଗୋଟିଏ ଶ୍ରେଣୀରେ ପାଠି ବି ପଢାଉଛନ୍ତି।

ସେପଟେ ବେଣିଡିହି ବିଦ୍ୟାଳୟରେ ଜଣେ ଶିକ୍ଷକ ଥିବା ବ୍ଲକ ଶିକ୍ଷାଧିକାରୀ ଅବଗତ ଥିବା ସ୍ୱୀକାର କରିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବଗତ କରାଇବା ସହ ଆଉ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ ଦେବାପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି ବାଂଶପାଳ ବିଇଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story