ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଦେବଗଡ଼: ଦେବଗଡ଼ ଏସ୍‌ପିଙ୍କ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  ତାଙ୍କ ନାଁ ସାବିତ୍ରୀ ମୁର୍ମୁ ଓରଫ କୁନି।  କୁନି କଳିଙ୍ଗ ଡିଭିଜନ ପାଇଁ କାମ କରୁଥିଲେ। ସେ ଡିଭିଜନ ମୁଖ୍ୟ ସୁଶୀଲର ସହଯୋଗୀ ଥିବା କୁହାଯାଉଛି।

ସେ ୨୦୦୮ ମସିହାରେ ସଂଗଠନରେ ସାମିଲ ହୋଇଥିଲା।  ୨୦୧୦ ମସିହାରେ କ୍ୟାଡର୍ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।