ଅସହାୟ କଟକ ଦହିବରା ଦୋକାନୀ, ନିରାଶ ଗ୍ରାହକ

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର):ମୈତ୍ରୀ ଷ୍ଟୋରରେ ବି ଦର ୯୦-୧୦୦ ଛୁଇଁଲାଣି। ଅଣାୟତ୍ତ ପିଆଜ ଦର ଯୋଗୁଁ ଖାଲି ଖାଉଟି ନୁହେଁ, ବେପାରୀ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି।  ଭୁବନେଶ୍ୱରର ଆଇଗଣିଆ ଓ କଟକର ଛତ୍ରବଜାର ଭଳି ପ୍ରମୁଖ ବଜାରକୁ ପିଆଜ ଯୋଗାଣ କମିଥିବା ବେଳେ ଦୋକାନୀଙ୍କ ପାଖରେ ଭଲ ପିଆଜ କମ୍, ପଚାସଢ଼ା ଓ ଛୋଟଛୋଟ ପିଆଜ ବେଶି ଦେଖିବାକୁ ମିଳୁଛି। ଖାଲି ପିଆଜ ବଜାର କି ରୋଷେଇ ଶାଳ ନୁହେଁ, ପିଆଜ ପାହାର ସିଧାସଳଖ ପଡ଼ିଛି […]

43290

43290

Tapas Behera
  • Published: Thursday, 05 December 2019
  • Updated: 05 December 2019, 08:07 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର):ମୈତ୍ରୀ ଷ୍ଟୋରରେ ବି ଦର ୯୦-୧୦୦ ଛୁଇଁଲାଣି। ଅଣାୟତ୍ତ ପିଆଜ ଦର ଯୋଗୁଁ ଖାଲି ଖାଉଟି ନୁହେଁ, ବେପାରୀ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି।  ଭୁବନେଶ୍ୱରର ଆଇଗଣିଆ ଓ କଟକର ଛତ୍ରବଜାର ଭଳି ପ୍ରମୁଖ ବଜାରକୁ ପିଆଜ ଯୋଗାଣ କମିଥିବା ବେଳେ ଦୋକାନୀଙ୍କ ପାଖରେ ଭଲ ପିଆଜ କମ୍, ପଚାସଢ଼ା ଓ ଛୋଟଛୋଟ ପିଆଜ ବେଶି ଦେଖିବାକୁ ମିଳୁଛି।

ଖାଲି ପିଆଜ ବଜାର କି ରୋଷେଇ ଶାଳ ନୁହେଁ, ପିଆଜ ପାହାର ସିଧାସଳଖ ପଡ଼ିଛି ଜଳଖିଆ ସାମଗ୍ରୀ ଉପରେ।  କଟକ ଦହିବରା ପ୍ଲେଟରୁ ଓ ବ୍ରହ୍ମପୁରର ଦୋସା ଥାଳିରୁ ପିଆଜ ଗାଏବ। ମାସେ ଧରି କ୍ରମାଗତ ଦର ବଢ଼ିବା ପରେ, ବିନା ପିଆଜରେ ଜଳଖିଆ ପରଷିବାକୁ ବାଧ୍ୟ ହେଉଛନ୍ତି ବେପାରୀ। ସେପଟେ ପିଆଜ ପାଇଁ ନିଜେ ସନ୍ତୁଳି ହେଉଥିବା ଗ୍ରାହକ ବି ଖାଇବା ବେଳେ ସୁନାପୁଅ ପରି ଉଁ କି ଚୁଁ କରୁନାହାନ୍ତି।

କେବଳ ଓଡ଼ିଶା ନୁହେଁ, ମଧ୍ୟପ୍ରଦେଶର ଭୋପାଳ ଓ ତାମିଲନାଡ଼ୁର ମଦୁରାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୪୦-୧୫୦ ଉପରେ ରହିଥିବା ସୂଚନା ମିଳିଛି। ତେଣୁ ଏହି ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆଜି ସଂସଦ ବାହାରେ କଂଗ୍ରେସ ସଦସ୍ୟ ମାନେ ପ୍ରତିବାଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story