ସେଞ୍ଚୁରୀ ମାରିଲା ପିଆଜ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଞ୍ଚୁରୀ ମାରିଲା ପିଆଜ ଦର। ଗଲା କିଛି ଦିନ ଧରି ପିଆଜର ଉତ୍କଟ୍‌ ଅଭାବ ସୃଷ୍ଟି ହୋଇଥିବା ବେଳେ ଆଜି ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ କିଲୋପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶହେ ଟପିଛି। ଛୋଟ ଛୋଟ ଦୋକାନ କିମ୍ବା ଦୂରଦୂରାନ୍ତ ନୁହେଁ, ରାଜ୍ୟର ସବୁଠୁ ବଡ଼ ପରିବା ହୋଲସେଲ୍‌ ମାର୍କେଟ୍ କଟକ ଛତ୍ର ବଜାରରେ ୧୦୦ ଟଙ୍କା ଉପରେ ରହିଛି। ଏଣେ ବେଲଗାମ୍‌ ପିଆଜ ଦରକୁ […]

onion

onion

Manoranjan Sial
  • Published: Saturday, 23 November 2019
  • Updated: 23 November 2019, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଞ୍ଚୁରୀ ମାରିଲା ପିଆଜ ଦର। ଗଲା କିଛି ଦିନ ଧରି ପିଆଜର ଉତ୍କଟ୍‌ ଅଭାବ ସୃଷ୍ଟି ହୋଇଥିବା ବେଳେ ଆଜି ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ କିଲୋପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶହେ ଟପିଛି। ଛୋଟ ଛୋଟ ଦୋକାନ କିମ୍ବା ଦୂରଦୂରାନ୍ତ ନୁହେଁ, ରାଜ୍ୟର ସବୁଠୁ ବଡ଼ ପରିବା ହୋଲସେଲ୍‌ ମାର୍କେଟ୍ କଟକ ଛତ୍ର ବଜାରରେ ୧୦୦ ଟଙ୍କା ଉପରେ ରହିଛି। ଏଣେ ବେଲଗାମ୍‌ ପିଆଜ ଦରକୁ ନେଇ ଅନେକ ଲୋକ ପିଆଜ ଖାଇବା ଛାଡ଼ି ଦେଇଥିବା ବେଳେ ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ବ୍ୟବସାୟୀ କହିଛନ୍ତି।

ଖାଉଟିଙ୍କ ସୁବିଧା ଲାଗି ରାଜ୍ୟର ୨୮୪ଟି କେନ୍ଦ୍ରରେ ସୁଲଭ ଦରରେ ପିଆଜ ବିକ୍ରି କରୁଛନ୍ତି ସରକାର। ତେବେ ଏହା ଲୋକଙ୍କୁ କେତେ ଆଶ୍ୱସ୍ତି ଦେଉଛି, ତାହା କହିବା ମୁସ୍କିଲ୍‌। ଏଣେ ପିଆଜ ଦରକୁ ନେଇ ହାତ ଟେକି ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ପିଆଜ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ଚାଷ ପ୍ରଭାବିତ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବ୍ୟବସାୟୀ କହିଛନ୍ତି। ସ୍ଥିତି ସ୍ୱାଭାବିକ ହେବା ଲାଗି ଆହୁରି ସମୟ ଲାଗିବ ବୋଲି ସେମାନେ କହିଛନ୍ତି।

ପଶ୍ଚିମ ଓଡ଼ିଶାରେ ଭଲ ପିଆଜ ଚାଷ ହୁଏ। ତେବେ ବିଡ଼ମ୍ବନାର ବିଷୟ, ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ନାହିଁ କି ପିଆଜ ସାଇତି ରଖିବା ଲାଗି ଷ୍ଟୋରେଜ୍ ବ୍ୟବସ୍ଥା ନାହିଁ। ଫଳରେ ଅମଳ ସମୟରେ ରାଜ୍ୟର ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି। କିଛି ମାସ ତଳେ ମାତ୍ର ୪ ଟଙ୍କାରେ ପିଆଜ ବିକ୍ରି କରିଥିବା ଚାଷୀ ଏବେ ୧୦୦ ଟଙ୍କା ଦେଇ ପିଆଜ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story