ଋଣ ନାଁରେ ଠକେଇ, ସାଇବର କ୍ରାଇମ୍‌ କହି ପୁଲିସ ରଖୁନି ଏଫ୍‌ଆଇଆର୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): “ବ୍ୟାଙ୍କ ଋଣ ନଦେଲେ ଆମେ ଦେବୁ ଋଣ!” ଏପରି ବିଜ୍ଞାପନ ଦେଖି ଋଣ ପାଇବା ଆଶାରେ ଫୋନ୍‌ କରିଥିଲେ ବଲାଙ୍ଗିର ଜିଲ୍ଲାର ଜଣେ ଯୁବକ। ଆଉ ଋଣ ଦେବାର ଲୋଭ ଦେଖାଇ ଲୁଟି ନେଲେ କମ୍ପାନୀ। ଠକାମୀରେ ଶିକାର ହୋଇଥିବା ଯୁବକ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏହାକୁ ସାଇବରକ୍ରାଇମ୍‌ କହି ଏଫ୍‌ଆଇଆର୍‌ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏବେ ସବୁଆଡ଼ୁ ନିରାଶ ହୋଇ ଯୁବକ ଜଣକ ଏପରି ଠକାମିରେ […]

on-line-money-froud-in-bolangir

on-line-money-froud-in-bolangir

Manoranjan Sial
  • Published: Monday, 25 November 2019
  • Updated: 25 November 2019, 05:26 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): “ବ୍ୟାଙ୍କ ଋଣ ନଦେଲେ ଆମେ ଦେବୁ ଋଣ!” ଏପରି ବିଜ୍ଞାପନ ଦେଖି ଋଣ ପାଇବା ଆଶାରେ ଫୋନ୍‌ କରିଥିଲେ ବଲାଙ୍ଗିର ଜିଲ୍ଲାର ଜଣେ ଯୁବକ। ଆଉ ଋଣ ଦେବାର ଲୋଭ ଦେଖାଇ ଲୁଟି ନେଲେ କମ୍ପାନୀ। ଠକାମୀରେ ଶିକାର ହୋଇଥିବା ଯୁବକ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏହାକୁ ସାଇବରକ୍ରାଇମ୍‌ କହି ଏଫ୍‌ଆଇଆର୍‌ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏବେ ସବୁଆଡ଼ୁ ନିରାଶ ହୋଇ ଯୁବକ ଜଣକ ଏପରି ଠକାମିରେ ଶିକାର ନହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି।

କିଛି ଦିନ ତଳେ ଏକ ଖବର କାଗଜରେ ‘ଟାଟା ମନି’ ନାଁରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିରେ ଉଲ୍ଲେଖ ରହିଥିଲା, ଯଦି ବ୍ୟାଙ୍କ ଋଣ ଦେଉନି, ତାହାହେଲେ ମାର୍କସିଟ୍‌ ଓ ଆଧାର କାର୍ଡ ଦେଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଓ ବ୍ୟକ୍ତିଗତ ଋଣ ନେଇ ପାରିବେ। ପ୍ରକାଶ ପାଇଥିବା ବିଜ୍ଞାପନରେ ଦୁଇଟି ମୋବାଇଲ୍‌ ନମ୍ବର ଓ tatamoney.com ନାଁ ଲେଖାଯାଇଥିଲା। ସେଥିରେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା।

ଏହି ବିଜ୍ଞାପନ ଦେଖି ମୁରୀବାହାଲ ବ୍ଲକ ଚଲକି ଗାଁର ଯୁବକ ନାଦିଆ ବାଗ ଫୋନ୍‌ରେ ଯୋଗାଯୋଗ କରିଥିଲେ। ନାଦିଆଙ୍କଠାରୁ ସବୁକିଛି ଶୁଣିବା ପରେ ତିନି ଲକ୍ଷ ଟଙ୍କାର ଋଣ ଦିଆଯିବ ବୋଲି କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିପାଇଁ ଦରକାର ହେଉଥିବା ସମସ୍ତ ପ୍ରକାର କାଗଜପତ୍ର ହ୍ୱାଟ୍ସଆପ୍‌ରେ ପଠାଇବା ପାଇଁ କୁହାଯାଇଥିଲା।

କାଗଜପତ୍ର ଜମା କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ପାଇଁ ୨୨୦୦ ଟଙ୍କା ଜମା କରିବା ପାଇଁ କହିଥିଲେ କମ୍ପାନୀ କର୍ତ୍ତୃପକ୍ଷ। ତିନି ଲକ୍ଷ ଟଙ୍କା ଋଣ ପାଇବା ଆଶାରେ ନାଦିଆ ୨୨୦୦ ଟଙ୍କା ଜମା କରିଥିଲେ। ଏହା ପରେ ଚୁକ୍ତି ବାବଦକୁ ୮୭୦୦ ଟଙ୍କା ପୈଠ କଲେ ଆକାଉଣ୍ଟରେ ଋଣ ଟଙ୍କା ଜମା କରାଯିବ କୁହାଯାଇଥିଲା। ତିନି ଲକ୍ଷ ଟଙ୍କା ଋଣ ପାଇବା ଆଶାରେ ସେ ଧାର ଉଧାର କରି ୮୭୦୦ ଟଙ୍କା ଜମା କରିଥିଲେ। ହେଲେ ଋଣ ଟଙ୍କା ଆକାଉଣ୍ଟରେ ଜମା ହୋଇନଥିଲା। ପରେ ସେ କମ୍ପାନୀ ଅଫିସକୁ ଫୋନ୍ କରିବାରୁ ଆର୍‌ଟିଆର୍‌ ବାବଦକୁ ପୁଣି ୧୦,୦୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ବାରମ୍ୱାର ଟଙ୍କା ଜମା କରିବାକୁ କୁହାଯାଉଥିବାରୁ ନାଦିଆଙ୍କ ମନରେ ସନ୍ଦେହ ଉପୁଜିଥିଲା। ଆଉ କାଳବିଳମ୍ୱ ନକରି ‘ଟାଟା ମନି’ କମ୍ପାନୀ ନାଁରେ ମୁରୀବାହାଲ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ପୁଲିସ ଏହାକୁ ସାଇବର କ୍ରାଇମ୍‌ କହି ଏଫ୍‌ଆଇଆର୍‌ ରଖିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story