ଅବୈଧ ଖଣି କାରବାର କରିଥିବା କମ୍ପାନୀଙ୍କୁ ସୁଯୋଗ ନଦେବାକୁ ନବୀନଙ୍କୁ ପ୍ରଦୀପ୍ତଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଜ୍ ଅବଧି ସରିଥିବା ୨୨ ଓ ଅନ୍ୟ ୧୬ ଖଣିକୁ ମିଶାଇ ରାଜ୍ୟରେ ସମୁଦାୟ ୩୮ଟି ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପୂର୍ବରୁ ବେଆଇନ୍‌ ଖଣି ଉତ୍ତୋଳନ କରି ଜୋରିମାନା ଦେଇଥିବା ଲିଜ୍‌ଧାରୀଙ୍କୁ ପୁଣି ଥରେ ସୁଯୋଗ ନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ଏପରିକି ବେଆଇନ ଖଣି ଉତ୍ତୋଳନ ନେଇ ଶାହା କମିଶନ ଯେଉଁମାନଙ୍କ ବିରୋଧରେ କଟୁ ଟିପଣୀ ଦେଇଥିଲେ […]

naveen-patnik

naveen-patnik

Manoranjan Sial
  • Published: Tuesday, 12 November 2019
  • Updated: 12 November 2019, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଜ୍ ଅବଧି ସରିଥିବା ୨୨ ଓ ଅନ୍ୟ ୧୬ ଖଣିକୁ ମିଶାଇ ରାଜ୍ୟରେ ସମୁଦାୟ ୩୮ଟି ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପୂର୍ବରୁ ବେଆଇନ୍‌ ଖଣି ଉତ୍ତୋଳନ କରି ଜୋରିମାନା ଦେଇଥିବା ଲିଜ୍‌ଧାରୀଙ୍କୁ ପୁଣି ଥରେ ସୁଯୋଗ ନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ଏପରିକି ବେଆଇନ ଖଣି ଉତ୍ତୋଳନ ନେଇ ଶାହା କମିଶନ ଯେଉଁମାନଙ୍କ ବିରୋଧରେ କଟୁ ଟିପଣୀ ଦେଇଥିଲେ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ, ସେମାନଙ୍କୁ କିମ୍ବା ତାଙ୍କ ସଂପର୍କୀୟଙ୍କୁ ଲିଜ ନଦେବା ଲାଗି ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ବିରୋଧୀଦଳ ନେତା। ତା’ସହ ଶାହା କମିଶନ ଧାର୍ଯ୍ୟ କରିଥିବା ଜୋରିମାନା ରାଶି ମଧ୍ୟ ଆଦାୟ ପାଇଁ ସେ ଅନୁରୋଧ କରିଛନ୍ତି।

ତେବେ ବିରୋଧୀ ଦଳ ନେତାଙ୍କ ସହ କଂଗ୍ରେସ ଏକ ମତ ହୋଇନି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯଦି ସମସ୍ତଙ୍କୁ ଖଣି ଲିଜ ପାଇଁ ବାରଣ କରାଯିବ ତେବେ ଆବେଦନ କରିବ କିଏ?

ଏ ନେଇ ଖଣିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story