ଗର୍ଜିଲେ ବିରୋଧୀ,‘ବାହାର ଜିଲ୍ଲା ରୋଗୀଙ୍କୁ କଟକ, ଭୁବନେଶ୍ୱର ମନା କରିବାକୁ କାହାର ନୈତିକ ଅଧିକାର ନାହିଁ’ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ କେୟାର ସେଣ୍ଟର ଓ ଟିଏମସି ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏପରିକି କଟକ, ଭୁବନେଶ୍ୱରକୁ କରୋନା ରୋଗୀଙ୍କୁ ନ ଆଣିବା ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢୁଥିବା ବେଳେ ସରକାର ଗୋଟିଏ ଗୋଟିଏ  ସେଣ୍ଟର ବନ୍ଦ କରି କରି ଚାଲିଛନ୍ତି। ଏହା ଲୋକଙ୍କ ପଇସାରେ ଚାଲିଥିଲା । ସେଣ୍ଟର ବନ୍ଦ […]

corona-3.1

corona-3.1

Niharika Rout
  • Published: Wednesday, 16 September 2020
  • Updated: 16 September 2020, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ କେୟାର ସେଣ୍ଟର ଓ ଟିଏମସି ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏପରିକି କଟକ, ଭୁବନେଶ୍ୱରକୁ କରୋନା ରୋଗୀଙ୍କୁ ନ ଆଣିବା ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢୁଥିବା ବେଳେ ସରକାର ଗୋଟିଏ ଗୋଟିଏ  ସେଣ୍ଟର ବନ୍ଦ କରି କରି ଚାଲିଛନ୍ତି। ଏହା ଲୋକଙ୍କ ପଇସାରେ ଚାଲିଥିଲା । ସେଣ୍ଟର ବନ୍ଦ କରିବାକୁ ଦିନକୁ ଦିନ ଯେଉଁ ଭଳି ନିଷ୍ପତ୍ତି ନିଆଯାଉଛି,  ତାହା  ସମ୍ପୂର୍ଣ୍ଣ ଅନୁଚିତ । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ରୋଗୀ କଟକ ଭୁବନେଶ୍ୱର ଆସୁଛନ୍ତି। ଯଦି ନ ଆସିବେ ତେବେ କଣ ମରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପଟେ ଏ ନେଇ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ। ସବୁ ରୋଗୀଙ୍କର କଟକ ଓ ଭୁବନେଶ୍ୱର ଆସିବାର ଅଧିକାର ରହିଛି । ତାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । କଟକ, ଭୁବନେଶ୍ୱର ସମଗ୍ର ରାଜ୍ୟବାସୀଙ୍କର। ଏହା କେବଳ କଟକ କି ଭୁବନେଶ୍ୱରବାସୀଙ୍କର ନୁହେଁ।  ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ଉଚିତ। ବାହାର ଜିଲ୍ଲା ରୋଗୀଙ୍କୁ କଟକ, ଭୁବନେଶ୍ୱର ମନା କରିବାକୁ କାହାର ନୈତିକ ଅଧିକାର ନାହିଁ।

ଅନ୍ୟପଟେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଚିକିତ୍ସା କରାଯାଉଛି। ଯେଉଁମାନେ ଗୁରୁତର ହୋଇପଡ଼ୁଛନ୍ତି, ସେମାନଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଉଛି।

ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ କଟକ, ଭୁବନେଶ୍ୱର ଆସିଲେ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିବ। ଏବେ ସବୁ କରୋନା ମେଡିକାଲରେ ବେଡ ଭର୍ତ୍ତି ହୋଇଯାଇଛି। ତେଣୁ ଲୋକଙ୍କ ହିତରେ ଭାବି ଚିନ୍ତି ସରକାର ଏପରି ବ୍ୟବସ୍ଥା ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story