୨୩୬ ମାର୍କରେ ଚାକିରି, ୨୭୨କୁ ନାହିଁ ?

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନଗୋ): ବର୍ଷ ବର୍ଷ ପାଠ ପଢ଼ି ଆମେ ପାଇଲୁ କ’ଣ? କମ୍‌ ରଖିଥିବା ପିଲା ପାଇଛନ୍ତି ଚାକିରି! ଅଭିଯୋଗ ଆଣିଲେ ଶହ ଶହ ଏଏସଓ ପରୀକ୍ଷାର୍ଥୀ। ଷ୍ଟାଫ୍‌ ସିଲେକ୍ସନ କମିଶନ ଦେଉଛନ୍ତି ‘ଆନସର କି’। ଓପିଏସସି କାହିଁକି ଜାରି କରୁନି ‘ଆନସର କି’? କାହିଁକି ଜାରି କରୁନି ଯୋଗ୍ୟାତା ବା ‘କଟଅଫ୍ ମାର୍କ’? ମୋର ସାଙ୍ଗ ୪୦୦ ମାର୍କରୁ ୨୩୬ ରଖି ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଛି। ହେଲେ ମୁଁ ୨୭୨ […]

OPSC

OPSC

Manoranjan Sial
  • Published: Thursday, 10 November 2022
  • Updated: 10 November 2022, 10:01 PM IST

Sports

Latest News

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନଗୋ): ବର୍ଷ ବର୍ଷ ପାଠ ପଢ଼ି ଆମେ ପାଇଲୁ କ’ଣ? କମ୍‌ ରଖିଥିବା ପିଲା ପାଇଛନ୍ତି ଚାକିରି! ଅଭିଯୋଗ ଆଣିଲେ ଶହ ଶହ ଏଏସଓ ପରୀକ୍ଷାର୍ଥୀ। ଷ୍ଟାଫ୍‌ ସିଲେକ୍ସନ କମିଶନ ଦେଉଛନ୍ତି ‘ଆନସର କି’। ଓପିଏସସି କାହିଁକି ଜାରି କରୁନି ‘ଆନସର କି’? କାହିଁକି ଜାରି କରୁନି ଯୋଗ୍ୟାତା ବା ‘କଟଅଫ୍ ମାର୍କ’?

ମୋର ସାଙ୍ଗ ୪୦୦ ମାର୍କରୁ ୨୩୬ ରଖି ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଛି। ହେଲେ ମୁଁ ୨୭୨ ରଖି ଏଏସଓ ଚାକିରି ପାଇଁ ମନୋନୀତ ହୋଇନି। ଘରୁ ନବାହାରି ଏତେ ଦିନ ପାଠ ପଢ଼ି ମୋତେ କ’ଣ ଲାଭ ମିଳିଲା? ଏମିତି କିଛି ଅଭିଯୋଗ ଆଣିଛନ୍ତି ଅଗଷ୍ଟ ୨୭ ତାରିଖରେ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଁ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀ। କେନ୍ଦ୍ରୀୟ ଷ୍ଟାଫ୍ ସିଲେକ୍ସନ କମିଶନ, ରାଜ୍ୟ ଷ୍ଟାଫ୍ ସିଲେକ୍ସନ୍ କମିଶନ ଓ ବ୍ୟାଙ୍କ ଚାକିରି ପରୀକ୍ଷା ଭଳି କାହିଁକି ଓପିଏସସି- ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓଡ଼ିଶା ଲୋକ ସେବା ଆୟୋଗ କାହିଁକି ତୁରନ୍ତ କଟଅଫ୍ ମାର୍କ ବା ଯୋଗ୍ୟତା ମାର୍କ ପ୍ରକାଶ କରୁନି? କାହିଁକି ପ୍ରକାଶ କରୁନି ‘ଆନସର କି’? ଠିକ୍ ଉତ୍ତର ଜାଣିଲେ ପିଲା ତାଙ୍କ ଉତ୍ତର ସହ ମିଳାଇ ନିଜ ମାର୍କ ଜାଣିପାରନ୍ତେ ଓ କେତେ ମାର୍କ ପର୍ଯ୍ୟନ୍ତ ପିଲା ମାର୍କ ରଖି ଚାକିରି ପାଉଛନ୍ତି ଜାଣିପାରନ୍ତେ।

ବିକ୍ଷୋଭରେ ସାମିଲ ହୋଇଥିବା ରଜତ ମିଶ୍ର କହିଛନ୍ତି- ଚାକିରିରେ ଭର୍ତ୍ତି ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ସଚିବ ପଚାରିଥିାନ୍ତି- ଆପଣମାନେ ଚାକିରି ପାଇବା ପାଇଁ କାହାକୁ ଲାଂଚ ଦେଇନାହାନ୍ତି ତ? ଚାକିରିରେ ଭର୍ତ୍ତି ହେବାକୁ ଯାଉଥିବା କୌଣସି ପ୍ରାର୍ଥୀ କ’ଣ ଲାଂଚ ଦେଇ ଚାକିରି ପାଇଥିବା ମାନିବ? ତେଣୁ ପୂର୍ବରୁ କାହିଁକି ଅଭିଯୋଗ ଶୁଣି ଆନସର କି ଓ କଟଅଫ୍ ମାର୍କ ପ୍ରକାଶ କରାଯାଉନାହିଁ? ଏହାଦ୍ୱାରା ପିଲାଙ୍କ ସନ୍ଦେହ ଦୂର ହୁଅନ୍ତା ଓ ପରୀକ୍ଷାରେ ସ୍ୱଚ୍ଛତା ରଖାଯାଇଛି ବୋଲି ସ୍ପଷ୍ଟ ହୁଅନ୍ତା।

ରାଜ୍ୟ ସଚିବାଳୟରେ ଗ୍ରୁପ୍-ବି ପଦରେ ନିଯୁକ୍ତ ହେବାକୁ ଥିବା ୭୯୬ ପଦ ପାଇଁ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପଦ ପାଇଁ କଟକସ୍ଥିତ ଓପିଏସସି- ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ବିଜ୍ଞାପନ ବାହାରିବା ପରେ ପ୍ରାୟ ୧.୪୮ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଗଷ୍ଟ ୨୭ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ତିନିଟି ସିଟିଂ ପାଇଁ ଓଏମଆର ସିଟରେ ପରୀକ୍ଷା କରାଯାଇଥିବା ବେଳେ ସାଧାରଣ ଜ୍ଞାନ, ଗଣିତ, ରିଜୋନିଂ, ଇଂଲିଶ ଓ ଓଡ଼ିଆରେ ୪୦୦ ମାର୍କର ଅବଜେକଟିଭ୍ ପରୀକ୍ଷା କରାଯାଇଥିଲା। ରିଜୋନିଂରେ ଗୋଟିଏ ପ୍ରଶ୍ନକୁ ଦୁଇ ଥର ପଚାରାଯିବା ଓ କିଛି ପ୍ରଶ୍ନ ପାଇଁ ୪ଟି ଉତ୍ତର ଗୋଟିଏ ବି ଠିକ୍ ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କିଭଳି ସ୍ୱଚ୍ଛତାର ସହ ପରୀକ୍ଷା ହୋଇଛି ସେ ନେଇ ପ୍ରଶ୍ନ ଉଠିଛି। ଡକୁମେଣ୍ଟ ଭେରିଫିକେସନ୍ ପୂର୍ବରୁ ପରୀକ୍ଷାରେ ସ୍ୱଚ୍ଛତା ନେଇ ସନ୍ଦେହ ଉପୁଜିଥିବା ବେଳେ ଓପିଏସସି କାହିଁକି କଟଅଫ୍ ମାର୍କ ଓ ଆନସର କି ଜାରି କରୁନି ତାହା ଆଶ୍ଚର୍ଯ୍ୟ କରୁଛି। ତେବେ ଓପିଏସସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ କୁହାଯାଇଛି- ପରୀକ୍ଷା ପଦ୍ଧତିକୁ ସ୍ୱଚ୍ଛତାର ସହ ପରିଚାଳନା କରାଯାଇଛି, ପ୍ରତି ବିଷୟର ଅଲଗା ଅଲଗା କ୍ୱାଲିଫାୟଙ୍ଗ ମାର୍କ ସ୍ଥିର କରାଯାଇଛି। ପୂର୍ବ ନୀତି ଅନୁଯାୟୀ, ପରୀକ୍ଷା ଫଳ ବାହାରିବା ପରେ ‘ଆନସର କି’ ଓ ‘କଟଅଫ୍ ମାର୍କ’ ଓ ‘ଇଣ୍ଡିଭିଜୁଆଲ ମାର୍କ’ ୱେବସାଇଟରେ ଦିଆଯିବ।

https://www.youtube.com/watch?v=dt5pPAHa_qk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story