୧୦ ଦିନରେ ଜେଲ ପାଇଖାନା ସୁବ୍ୟବସ୍ଥିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଜେଲରେ ଥିବା ପାଇଖାନା ଗୁଡିକ ୧୦ ଦିନ ମଧ୍ୟରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଜିଲ୍ଲା ଆଇନସେବା ଅଧିକାରୀ ଜେଲ୍‌ ପରିଦର୍ଶନ କରି ପାଇଖାନା ଗୁଡିକର ସ୍ୱଚ୍ଛତା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି […]

High Court Of Odisha

High Court Of Odisha

Manoranjan Sial
  • Published: Wednesday, 20 April 2022
  • Updated: 20 April 2022, 07:55 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଜେଲରେ ଥିବା ପାଇଖାନା ଗୁଡିକ ୧୦ ଦିନ ମଧ୍ୟରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଜିଲ୍ଲା ଆଇନସେବା ଅଧିକାରୀ ଜେଲ୍‌ ପରିଦର୍ଶନ କରି ପାଇଖାନା ଗୁଡିକର ସ୍ୱଚ୍ଛତା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜେଲ୍‌ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣ ପ୍ରସଙ୍ଗରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜେଲ ଅନ୍ତେବାସୀଙ୍କ ଖାଦ୍ୟର ଉତ୍କୃଷ୍ଟ ମାନ ଓ ପରିମାଣ ନିଶ୍ଚିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଜେଲ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତେବାସୀଙ୍କ ବଦଳରେ ଆଉଟ୍‌ସୋରସିଙ୍ଗ ଜରିଆରେ ଜେଲ୍‌ ଗୁଡିକର ପରିମଳ ବ୍ୟବସ୍ଥା ହାତକୁ ନେବା ପ୍ରସଙ୍ଗରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ଢାଞ୍ଚାରେ ଜେଲ୍‌ରେ ରୋଷେଇ ବ୍ୟବସ୍ଥା କରିବା ପାଇଁ ବିଚାର କରାଯାଉ ବୋଲି କୋର୍ଟ କହିଛନ୍ତି।

ବିଭିନ୍ନ ଜେଲ ପରିଦର୍ଶନ କରି ଜିଲ୍ଲା ଆଇନସେବା ଅଧିକାରୀ ଦେଇଥିବା ରିପୋର୍ଟକୁ ଆଧାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story