ଜଳବାୟୁ ସଂପର୍କିତ ପରାମର୍ଶଦାତା ଗ୍ରୁପରେ ସ୍ଥାନ ପାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିସଂଘ ମହାସଚିବଙ୍କ ଜଳବାୟୁ ସଂପର୍କିତ ପରାମର୍ଶଦାତା ଗ୍ରୁପରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗ। ସେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ବର୍ତ୍ତମାନ ଅର୍ଚ୍ଚନା ଓଡ଼ିଶାର ଏକ ସଂସ୍ଥା ‘ବନ୍ଧୁଧରା’ରେ ଗବେଷଣା କରୁଛନ୍ତି। ଆଗରୁ ସେ ପ୍ରାକୃତିକ ସଂପଦ ଗଭର୍ଣ୍ଣାନ୍ସ ଓ ଜଳବାୟୁ ସଙ୍କଟ ନେଇ ଅନେକ କାମ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର […]

888

888

Tapaswini Nayak
  • Published: Wednesday, 29 July 2020
  • Updated: 29 July 2020, 03:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିସଂଘ ମହାସଚିବଙ୍କ ଜଳବାୟୁ ସଂପର୍କିତ ପରାମର୍ଶଦାତା ଗ୍ରୁପରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗ। ସେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି।
ବର୍ତ୍ତମାନ ଅର୍ଚ୍ଚନା ଓଡ଼ିଶାର ଏକ ସଂସ୍ଥା ‘ବନ୍ଧୁଧରା’ରେ ଗବେଷଣା କରୁଛନ୍ତି। ଆଗରୁ ସେ ପ୍ରାକୃତିକ ସଂପଦ ଗଭର୍ଣ୍ଣାନ୍ସ ଓ ଜଳବାୟୁ ସଙ୍କଟ ନେଇ ଅନେକ କାମ କରିଛନ୍ତି।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ୱେବସାଇଟରେ ତାଙ୍କର ଗବେଷଣାତ୍ମକ ଲେଖା ପ୍ରକାଶିତ ହୋଇଛି। ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ ଓ ପ୍ରଥା ପରମ୍ପରା ଉପରେ ମଧ୍ୟ ଗବେଷଣା କରିଛନ୍ତି ଅର୍ଚ୍ଚନା। ଆଦିବାସୀଙ୍କ ପ୍ରଥା ପରମ୍ପରା ଓ ଜ୍ଞାନକୁ ଲେଖା ହିସାବରେ ପ୍ରସ୍ତୁତ କରିବା, ସଂରକ୍ଷଣ କରିବା ଓ ପ୍ରଚାର ପ୍ରସାର କରିବା ଦିଗରେ ସେ ଅନେକ କାମ କରିଛନ୍ତି। ମିଳିତ ଜାତିସଂଘର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେଇଛନ୍ତି। ଖଡ଼ିଆ ସଂପ୍ରଦାୟର ଏହି ଝିଅକୁ ମିଳିତ ଜାତିସଂଘରେ ଏତେ ବଡ଼ ପଦବୀ ମିଳିବା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story