ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର (ରଞ୍ଜିତ ପାକଳ): ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରେମୁଣା ଥାନା ଅନ୍ତର୍ଗତ ରାଉତରାପୁର ଗାଁରେ କାଶୀନାଥ ବେହେରାଙ୍କ ଘର। ଦୁଇ ମହଲା ବିଶିଷ୍ଟ କୋଠା ଘରେ ସେ ତଳମହଲାରେ ରହୁଥିବା ବେଳେ ଦ୍ୱିତୀୟ ମହଲାରେ କୃପାସିନ୍ଧୁ […]

loot-in-balasore

loot-in-balasore

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 04:54 PM IST

Sports

Latest News

ବାଲେଶ୍ୱର (ରଞ୍ଜିତ ପାକଳ): ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରେମୁଣା ଥାନା ଅନ୍ତର୍ଗତ ରାଉତରାପୁର ଗାଁରେ କାଶୀନାଥ ବେହେରାଙ୍କ ଘର। ଦୁଇ ମହଲା ବିଶିଷ୍ଟ କୋଠା ଘରେ ସେ ତଳମହଲାରେ ରହୁଥିବା ବେଳେ ଦ୍ୱିତୀୟ ମହଲାରେ କୃପାସିନ୍ଧୁ ସାଆନ୍ତା ଓ ସୁଜିତ ବେହେରା ସପରିବାର ରୁହନ୍ତି। ମାତ୍ର ଅସୁସ୍ଥତା କାରଣରୁ କାଶୀନାଥଙ୍କୁ ତାଙ୍କ ପରିବାର ଲୋକେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ନେଇଯାଇଛନ୍ତି। ଅନ୍ୟପକ୍ଷରେ କୃପାସିନ୍ଧୁ ଓ ସୁଜିତ ଘରେ ମଧ୍ୟ ନଥିଲେ। କୃପାସିନ୍ଧୁ ରହୁଥିବା ଘରେ ତାଲା ପଡ଼ିଥିବା ବେଳେ ସୁଜିତଙ୍କ ଘରେ ତାଙ୍କ ପତ୍ନୀ ଓ ପିଲାମାନେ ଥିଲେ।

ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ପ୍ରଥମେ କାଶୀନାଥଙ୍କ ଘରର ଗ୍ରୀଲ୍‌ ଭାଙ୍ଗି ଘର ଭିତରେ ପଶିଥିଲେ। ଗଡରେଜ୍‌ ଆଲମିରା ଭାଙ୍ଗି ସେମାନେ ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ପରେ କୃପାସିନ୍ଧୁଙ୍କ ଘରେ ପଶି ତାଙ୍କ ଲୁହା ଆଲମିରା ଭାଙ୍ଗି ସୁନା, ରୁପା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଶେଷରେ ସୁଜିତଙ୍କ ଘରେ ପଶି ତାଙ୍କ ଆଲମିରା ଭାଙ୍ଗିବା ବେଳେ ପରିବାର ଲୋକେ ଉଠିପଡ଼ିଥିଲେ। ଫଳରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଦୁଇଟି ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭଯୋଗ ହୋଇଛି।

ସୂଚନାରୁ ପ୍ରକାଶ, ଏହା ପୂର୍ବରୁ ଏହି ଅଞ୍ଚଳରୁ ଦୁ‍ର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ସୁନା ଓ ଟଙ୍କା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story