ଅଗଷ୍ଟ ୩ରେ ଓଟିଇଟି

କଟକ: ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍ ବା ଓଟିଇଟି। ପୂର୍ବାହ୍ନ ୧୦ଟାରୁ ୧୨ ଟା୩୦ ମଧ୍ୟରେ ପେପର୍ ୱାନ୍ ଓ ଅପରାହ୍ନ ୨ ଟାରୁ ୪ଟା୩୦ ମଧ୍ୟରେ ପେପର୍ ଟୁ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ ୯୮,୮୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ୨୦୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ଆଡମିଟ କାର୍ଡର ହାର୍ଡ କପି ଦିଆଯିବ ନାହିଁ। ସେମାନେ […]

daskhya

daskhya

Rakesh Mallick
  • Published: Monday, 18 July 2016
  • Updated: 18 July 2016, 03:23 PM IST

Sports

Latest News

କଟକ: ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍ ବା ଓଟିଇଟି। ପୂର୍ବାହ୍ନ ୧୦ଟାରୁ ୧୨ ଟା୩୦ ମଧ୍ୟରେ ପେପର୍ ୱାନ୍ ଓ ଅପରାହ୍ନ ୨ ଟାରୁ ୪ଟା୩୦ ମଧ୍ୟରେ ପେପର୍ ଟୁ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ ୯୮,୮୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ୨୦୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ଆଡମିଟ କାର୍ଡର ହାର୍ଡ କପି ଦିଆଯିବ ନାହିଁ। ସେମାନେ www.bseodisha.ac.inରୁ ଆଜି ୪ଟାରୁ ଆର୍ଡମିଟ୍ କାର୍ଡ ଡାଉନ ଲୋଡ୍ କରିପାରିବେ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି। ରି-ଚେକିଙ୍ଗ୍ ପାଇଁ ଆବେଦନ କରିବାକୁ ଆଗ୍ରହୀ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ରେ ଜୁଲାଇ ମାସ ୧୮ ତାରିଖରୁ ୨୬ ତାରିଖ ମଧ୍ୟ ରାତ୍ର ସୁଦ୍ଧା www.bseodisha.ac.in ରେ ଆବେଦନ କରିପାରିବେ। ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାର୍ଥୀଙ୍କ ପାସ୍ ଏବଂ ମାଇଗ୍ରେସନ୍ ସାର୍ଟିଫିକେଟ ମଧ୍ୟ ଜୁଲାଇ ୨୦ରୁ ବୋର୍ଡର ବିଭିନ୍ନ ଜିଲ୍ଲାରେ ଥିବା ଶାଖା କାର୍ଯ୍ୟାଳୟରେ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story