କୋଭିଡ୍ ଚିକିତ୍ସା ଯୋଗୁ ଅନ୍ୟ ରୋଗୀଙ୍କୁ ମିଳୁନି ଚିକିତ୍ସା ସେବା, ଆପତ୍ତି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ହସ୍ପିଟାଲଗୁଡ଼ିକ ସାଧାରଣ ରୋଗୀଙ୍କୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ବାଧ୍ୟ କରୁଛନ୍ତି। ଏପରିକି କୋଭିଡ୍ ଚିକିତ୍ସାରେ ଡାକ୍ତରମାନେ ନିୟୋଜିତ ହୋଇଥିବାରୁ ଏବେ ବିଭିନ୍ନ ହସ୍ପିଟାଲରେ ଅନ୍ୟ ଚିିକିତ୍ସା ସେବା ସମ୍ପୂର୍ଣ୍ଣର୍ ଅକାମୀ ହୋଇପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏସବୁ ମାମଲାରେ ହସ୍ତକ୍ଷେପ କରି ଅଣକୋଭିଡ୍ ରୋଗୀମାନଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି […]

pradeep-nayak

pradeep-nayak

Manoranjan Sial
  • Published: Tuesday, 05 May 2020
  • Updated: 05 May 2020, 08:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ହସ୍ପିଟାଲଗୁଡ଼ିକ ସାଧାରଣ ରୋଗୀଙ୍କୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ବାଧ୍ୟ କରୁଛନ୍ତି। ଏପରିକି କୋଭିଡ୍ ଚିକିତ୍ସାରେ ଡାକ୍ତରମାନେ ନିୟୋଜିତ ହୋଇଥିବାରୁ ଏବେ ବିଭିନ୍ନ ହସ୍ପିଟାଲରେ ଅନ୍ୟ ଚିିକିତ୍ସା ସେବା ସମ୍ପୂର୍ଣ୍ଣର୍ ଅକାମୀ ହୋଇପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏସବୁ ମାମଲାରେ ହସ୍ତକ୍ଷେପ କରି ଅଣକୋଭିଡ୍ ରୋଗୀମାନଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ଚିଠି ଲେଖି ଶ୍ରୀ ନାଏକ କହିଛନ୍ତି ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଳିଷ୍ଠ ଓ ତ୍ୱରିିତ ପଦକ୍ଷେପ ଯୋଗୁୁ ରାଜ୍ୟରେ ଏବେସୁଦ୍ଧା କରୋନା ଭୁତାଣୁ ଜନିତ ସଂକଟକୁ ଦୁରେଇ ରଖିବାରେ ଓଡ଼ିଶା ସଫଳ ହୋଇଛି। କିନ୍ତୁ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର ଏବେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଯୋଗୁ ଅଣକୋଭିଡ୍ ରୋଗୀମାନେ ସଠିକ୍ ଓ ପ୍ରକୃତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ସାଧାରଣ ରୋଗୀ ତଥା ଅଣ କୋଭିଡ୍ ରୋଗୀଟି ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବା ହସପିଟାଲ ଗଲେ ସେଠାରେ ସେମାନଙ୍କୁ ପ୍ରଥମେ କୋଭିଡ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରାଯାଉଛି। ବିଶେଷ ଭାବେ ହୃଦରୋଗୀ, ଦୁର୍ଘଟଣାଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ୱର ଥିବା ରୋଗୀମାନେ ଘରୋଇ ଏବଂ ସରକାରୀ ଡାକ୍ତରଖାନାମାନଙ୍କରେ ସଠିକ୍ ଚିକିତ୍ସା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିକି ଗ୍ରାମାଂଚଳରେ କରୋନା ଭୂତାଣୁ ପରୀକ୍ଷାଗାର ନଥିବାରୁ ସାଧାରଣ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାଜ୍ୟର ପ୍ରାୟ ସମସ୍ତ ଡାକ୍ତରମାନେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ-କୋଭିଡ୍ ରୋଗୀମାନେ ପ୍ରକୃତ ଚିକିତ୍ସା ନପାଇ ନାନଦି ହଇରାଣର ଶିକାର ହେବା ସହ ଅକାଳ ମୃତ୍ୟୁବରଣ କରୁଥିବାର ଅଭିଯୋଗ ହେଉଛି। କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ହୃଦରୋଗ ବିଭାଗର ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥିବା କାରଣରୁ ଉକ୍ତ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି। ଏହି ବିଭାଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହା କାର୍ଯ୍ୟ କରୁନଥିବାରୁ ସାଧାରଣ ହୃଦରୋଗୀମାନେ ଓ ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛି ଓ ନାନାଦି ସମସ୍ୟା ଭୋଗିବାକୁ ବାଧ୍ୟ ହେଉଛି। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ନାଏକ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story