ଓଟିଭିର ସିଏସ୍‌ଆର କନ୍‌କ୍ଲେଭ୍‌

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଟିଭିର ସିଏସ୍‌ଆର କନ୍‌କ୍ଲେଭ ୨୦୧୬ ଅନୁଷ୍ଠିତ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ଦାୟିତ୍ୱ ନିଭାଉଥିବା କର୍ପୋରେଟ ହାଉସ୍‌ ଗୁଡ଼ିକୁ ଗୋଟିଏ ପ୍ଲାଟ୍‌ଫର୍ମ ଯୋଗାଇଦେବା। ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସହରାଞ୍ଚଳ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କିଆ ନାଇଡୁ ଯୋଗଦେଇ ସିଏସ୍‌ଆର କ୍ଷେତ୍ରରେ ମିଡିଆର ଭୂମିକା ଉପରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି ଯୋଗଦେଇ କହିଥିଲେ, “ସିଏସ୍‌ଆର ଜରିଆରେ ଦକ୍ଷତା ବିକାଶ […]

csr

csr

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 10:35 PM IST

Sports

Latest News

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଟିଭିର ସିଏସ୍‌ଆର କନ୍‌କ୍ଲେଭ ୨୦୧୬ ଅନୁଷ୍ଠିତ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ଦାୟିତ୍ୱ ନିଭାଉଥିବା କର୍ପୋରେଟ ହାଉସ୍‌ ଗୁଡ଼ିକୁ ଗୋଟିଏ ପ୍ଲାଟ୍‌ଫର୍ମ ଯୋଗାଇଦେବା।

ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସହରାଞ୍ଚଳ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କିଆ ନାଇଡୁ ଯୋଗଦେଇ ସିଏସ୍‌ଆର କ୍ଷେତ୍ରରେ ମିଡିଆର ଭୂମିକା ଉପରେ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି ଯୋଗଦେଇ କହିଥିଲେ, “ସିଏସ୍‌ଆର ଜରିଆରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ।” ଅନ୍ୟତମ ଅତିଥିଭାବେ ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର ଯୋଗଦେଇ ବଡବଡ଼ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ଏହି ସିଏସ୍‌ଆର କାର୍ଯ୍ୟକ୍ରମ ବୋଲି କହିଥିଲେ।

ଓଟିଭି ନେଟ୍‌ୱର୍କର କୋ-ଫାଉଣ୍ଡର ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ପରେ “ଚେଞ୍ଜିଂ ଲାଇଫ ଇନ୍‌ ରିମୋଟ୍‌ ଓଡ଼ିଶା ଥ୍ରୁ ସିଏସ୍‌ଆର୍‌” ଓ “ସ୍କୋପ୍ସ ଆଣ୍ଡ ଚ୍ୟାଲେଞ୍ଜେସ୍‌” ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଏହି ପ୍ୟାନେଲରେ ଜେଏସ୍‌ପିଏଲ୍‌ ଏଜୁକେଶନ୍‌ ଆଣ୍ଡ ସିଏସ୍‌ଆର୍‌ର ଗ୍ରୁପ୍‌ ଏକଜିକ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ପ୍ରଶାନ୍ତ କୁମାର ହୋତା, ବେଦାନ୍ତ ଲିମିଟେଡ୍‌ର ହେଡ୍‌ କର୍ପୋରେଟ୍‌ କମ୍ୟୁନିକେସନ୍‌ ଅରୁଣ ଭଟ୍ଟ ଓ ବିଜିନେସ୍‌ ଷ୍ଟାଣ୍ଡର୍ଡର ରେସିଡେଣ୍ଟ ଏଡିଟର ଦିଲ୍ଲୀପ ଶତପଥୀ ସାମିଲ ହୋଇଥିଲେ।

ଏହି କନ୍‌କ୍ଲେଭରେ କର୍ପୋରେଟ୍‌ ସେକ୍ଟରରେ କାର୍ଯ୍ୟରତ ଅଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story