ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ବଣାଇ(ରଞ୍ଜିତ ଚୌଧୁରୀ): ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଭିତରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଜେନେରାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କୋଇଡ଼ା ବ୍ଲକ୍‌ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ୨୦୦ରୁ ଅଧିକ ଛାତ୍ରୀ ସୋମବାର ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନେ ଭାତ ଓ ଡାଲି ଖାଇଥିଲା। ଖାଇବାର କିଛି ସମୟ ପରେ ଅଧିକାଂଶ […]

Bonai

Bonai

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 10:59 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଭିତରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଜେନେରାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

କୋଇଡ଼ା ବ୍ଲକ୍‌ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ୨୦୦ରୁ ଅଧିକ ଛାତ୍ରୀ ସୋମବାର ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନେ ଭାତ ଓ ଡାଲି ଖାଇଥିଲା। ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା।

ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ମେଡିକାଲ୍‌ ନେବା ପରିବର୍ତ୍ତେ ହଷ୍ଟେଲ୍‌ରେ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ଆଜି ସକାଳେ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ କେ.ବଲାଙ୍ଗ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ସନ୍ଧ୍ୟାରେ ସେମାନଙ୍କୁ ବଣାଇ ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସବୁ ପିଲାଙ୍କ ଚିକିତ୍ସା ଚାଲିଛି। ତେବେ ସେମାନଙ୍କ ଭିତରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବାରୁ ରାଉରକେଲା ଜେନେରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story