ମାଡ଼ିଗଲା ହାଇୱା, ୧୦୦ ଛେଳି ମୃତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଛେଳିପଲ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୧୦୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣାନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବାହାଡା ଝୋଲା -ଓଡଗାଁ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୁଲିସ ଗାଡ଼ିକୁ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୌଡପୁଟ ପଞ୍ଚାୟତର ଚମ୍ପା ପାନ୍ଦିରି ଗାଁର ଛେଳି ମାଲିକ ୨୫୦ରୁ  ଊର୍ଦ୍ଧ୍ୱ ଛେଳି ନେଇ ବାହାଡା […]

goat-dead

goat-dead

Tapaswini Nayak
  • Published: Wednesday, 22 September 2021
  • Updated: 22 September 2021, 09:25 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଛେଳିପଲ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୧୦୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣାନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବାହାଡା ଝୋଲା -ଓଡଗାଁ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୁଲିସ ଗାଡ଼ିକୁ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୌଡପୁଟ ପଞ୍ଚାୟତର ଚମ୍ପା ପାନ୍ଦିରି ଗାଁର ଛେଳି ମାଲିକ ୨୫୦ରୁ  ଊର୍ଦ୍ଧ୍ୱ ଛେଳି ନେଇ ବାହାଡା ଝୋଲାକୁ ଯାଉଥିଲେ। ଦିନରେ ରାସ୍ତାରେ ଗାଡ଼ି ମୋଟର ଚାଲୁଥିବାରୁ ଏତେ ଛେଳି ନେବା ସମ୍ଭବପର ନଥିବାରୁ ସେ ରାତିରେ ଛେଳି ନେଇ ଯାଉଥିଲେ।

ଏହି ସମୟରେ  ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ତାଙ୍କ ଛେଳି ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୦୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଥିଲା।  ଘଟଣାପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛି। ଓଡଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story