ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ୩ ଗୁରୁତର

ବଲାଙ୍ଗିର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗାଁର ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ମୃତକ ମାନେ ହେଲେ ଛବିଲାଲ ଓ ତାଙ୍କ ଭାଇ ବୁଧୁ । ଝରଣୀ ଗାଁର ଛବିଲାଲ ରଣା ଏକ ନୂଆ ପାଇଖାନା ତିଆରି କରିଛନ୍ତି । ସେ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବା ପାଇଁ ଗୁରୁବାର ଅପରାହ୍ଣରେ ଟାଙ୍କି ଭିତରକୁ ପଶିଥିଲେ । […]

paikhata

paikhata

Rakesh Mallick
  • Published: Friday, 26 June 2015
  • Updated: 26 June 2015, 02:29 AM IST

Sports

Latest News

ବଲାଙ୍ଗିର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗାଁର ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ମୃତକ ମାନେ ହେଲେ ଛବିଲାଲ ଓ ତାଙ୍କ ଭାଇ ବୁଧୁ । ଝରଣୀ ଗାଁର ଛବିଲାଲ ରଣା ଏକ ନୂଆ ପାଇଖାନା ତିଆରି କରିଛନ୍ତି । ସେ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବା ପାଇଁ ଗୁରୁବାର ଅପରାହ୍ଣରେ ଟାଙ୍କି ଭିତରକୁ ପଶିଥିଲେ । ସେ ବାହାରକୁ ନ ବାହାରିବାରୁ କିଛି ସମୟ ପରେ ତାଙ୍କ ସାନ ଭାଇ ମଧ୍ୟ ପାଇଖାନା ଟାଙ୍କି ଭିତରକୁ ଓହ୍ଲାଇ ଥିଲେ । ହେଲେ ସେ ମଧ୍ୟ ବାହାରକୁ ବାହାରି ନ ଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ତିନି ଜଣ ଭିତରକୁ ଯାଇ ଅଟକି ଯାଇଥିଲେ । ପରେ ଗାଁ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ହସ୍ପିଟାଲରେ ଡାକ୍ତର ଛବିଲାଲ୍ ଓ ତାଙ୍କ ସାନ ଭାଇ ବୁଧୁଙ୍କୁ ମୃତ ଘୋଷଣା କରିଥିଲେ । ଅସୁସ୍ଥ ଅନ୍ୟ ତିନିଜଣଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଗୁରୁତର ମାନେ ହେଲେ ମୃତ ଛବିଲାଲ୍ ଆଉ ଜଣେ ଭାଇ ଦଇତାରି, ପୁତୁରା ବିଶିକେଶନ ଓ ପାଇଖାନାର ମିସ୍ତ୍ରୀ ରୂଦ୍ରାକ୍ଷ ମାଝୀ । ଗୁରୁତର ମାନଙ୍କ ଅବସ୍ଥା ବର୍ତ୍ତମାନ ନିୟନ୍ତ୍ରଣରେ ଥିବା ହସ୍ପିଟାଲ୍ ଏଡିଏମ୍ଓ କହିଛନ୍ତି । ମୃତ ଦୁଇ ଭାଇ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଅସହାୟ ହୋଇଥିବା ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story