କାହାକୁ କଲମ ତ କାହାକୁ ଖୋଲା ବହି; ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀଙ୍କ ଲାଗି ଜାରି ହେଲା ଚିହ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଏଥିନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର […]

state election commission

state election commission

Niharika Rout
  • Published: Thursday, 30 December 2021
  • Updated: 30 December 2021, 01:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଏଥିନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଶଗଡ଼ଗାଡି, ନିକିତି, କଲମ, ନଡ଼ିଆଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟିଲି, ଷ୍ଟୁଲ, ବସ ଭଳି ଅନେକ ପ୍ରକାର ଚିହ୍ନ ଜାରି  କରାଯାଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ।

ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଯେଉଁମାନେ ପ୍ରାର୍ଥୀ ହେବେ, ତାଲିକା ଫାଇନାଲ ହେବା ପରେ  ଆଲଫାବେଟିକାଲ ଅର୍ଡରରେ ସଜାଯିବ। ଏହାପରେ ସେମାନଙ୍କୁ ସିମ୍ବଲ ଦିଆଯିବ। ଜିଲ୍ଲା ପରିଷଦ ସଭ୍ୟ ତାଲିକାକୁ ଶେଷକୁ ରଖାଯାଇଛି। କାରଣ ସେମାନେ ପାର୍ଟି ସିମ୍ବଲରେ ଲଢ଼ିବେ।  ଅନ୍ୟ ରାଜ୍ୟରୁ ବାଲାଟ ବକ୍ସ ପହଞ୍ଚିଗଲାଣି। ରାଜ୍ୟରେ ବି କିଛି ବାଲାଟ ବକ୍ସ ତିଆରି ହୋଇଛି।

ଭୋଟର ତାଲିକା ପ୍ରସ୍ତୁତି ସରିଲାଣି। ଏହାପରେ ନିର୍ବାଚନ ସମୟରେ କୋଭିଡ ସ୍ଥିତିକୁ ଦେଖି ଆବଶ୍ୟକତା ଅନୁସାରେ କଟକଣା ଲାଗୁ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story