ପଞ୍ଚାୟତ ନିର୍ବାଚନ ବର୍ଜନ କଲେ ଦାରୁଠେଙ୍ଗ ବାସିନ୍ଦା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ବାସିନ୍ଦା ପଞ୍ଚାୟତ ନିର୍ବାଚନ ବର୍ଜନ କରିଛନ୍ତି। ଦାରୁଠେଙ୍ଗରୁ ଡର୍ମ୍ପିଂୟାର୍ଡ଼ ସ୍ଥାନାନ୍ତର ଦାବିରେ ଗାଁ ଲୋକେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଆଜି  ନାମାଙ୍କନ ଦାଖଲର ଶେଷ ଦିନରେ ଗାଁର କୌଣସି ପ୍ରାର୍ଥୀ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ମେମ୍ବର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ଏପରି କି ଗାଁରେ ପ୍ରଚାର ଗାଡ଼ି ପୁରାଇ ଦିଆଯିବ ନାହିଁ ଏବଂ ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରାଯିବ ବୋଲି […]

daruthenga-domping-yard

daruthenga-domping-yard

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 10:48 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ବାସିନ୍ଦା ପଞ୍ଚାୟତ ନିର୍ବାଚନ ବର୍ଜନ କରିଛନ୍ତି। ଦାରୁଠେଙ୍ଗରୁ ଡର୍ମ୍ପିଂୟାର୍ଡ଼ ସ୍ଥାନାନ୍ତର ଦାବିରେ ଗାଁ ଲୋକେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଆଜି  ନାମାଙ୍କନ ଦାଖଲର ଶେଷ ଦିନରେ ଗାଁର କୌଣସି ପ୍ରାର୍ଥୀ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ମେମ୍ବର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି।

ଏପରି କି ଗାଁରେ ପ୍ରଚାର ଗାଡ଼ି ପୁରାଇ ଦିଆଯିବ ନାହିଁ ଏବଂ ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରାଯିବ ବୋଲି ଗାଁ ଲୋକେ କହିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡକୁ ବିରୋଧ କରିବା ସହ ଏହାକୁ ସ୍ଥାନାନ୍ତର କରିବା ଦାବିରେ ଗାଁ ଲୋକେ ଆନ୍ଦୋଳନ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story