ରେକର୍ଡ଼ ଭାଙ୍ଗିଲା ପାରାଦୀପ ବନ୍ଦର: ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିଛି ପାରାଦୀପ ବନ୍ଦର। ଏଠାରେ ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରିଛି। ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ପ୍ରସ୍ଥାନ କରିଛି। ୩ଟି ଜାହାଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୮ଟି ସହାୟକ ଜାହାଜ ମଧ୍ୟ ଚଳାଚଳ କରିଛି। ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ ୭ଟା ମଧ୍ୟରେ ଏହି ରେକର୍ଡ […]

paradip-port-handles-record-number-of--ships-within-24-hours

Manoranjan Sial
  • Published: Tuesday, 28 May 2019
  • Updated: 28 May 2019, 06:44 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିଛି ପାରାଦୀପ ବନ୍ଦର। ଏଠାରେ ୨୪ ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରିଛି। ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ପ୍ରସ୍ଥାନ କରିଛି। ୩ଟି ଜାହାଜକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୮ଟି ସହାୟକ ଜାହାଜ ମଧ୍ୟ ଚଳାଚଳ କରିଛି।

ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ ୭ଟା ମଧ୍ୟରେ ଏହି ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର। ଏହି ସମୟରେ ବନ୍ଦର ଆଙ୍କରେଜରେ ଆହୁରି ୩୯ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅପେକ୍ଷା କରି ରହିଥିଲେ।

ଚଳିତ ଆର୍ଥିକ ବର୍ଷରେ ୧୨୦ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରିବାକୁ ପାରାଦୀପ ବନ୍ଦର ଲକ୍ଷ୍ୟ ରଖିଥିବା ବେଳେ ଗତ ଦୁଇ ବର୍ଷ ହେଲାଣି ୧୦୦ ନିୟୁତ ମେଟ୍ରିକ ଟନ୍‌ରୁ ଅଧିକ ପଣ୍ୟ କାରବାର କରି ଦେଶରେ ଅନ୍ୟତମ ବୃହତ ବନ୍ଦର ଭାବରେ ସ୍ଥିତି ଜାହିର କରିପାରିଛି। ଗତ ଅକ୍ଟୋବରରେ ୨୦ ଘଣ୍ଟାରେ ୨୭ ଜାହାଜ ଚଳାଚଳ କରାଇ ରେକର୍ଡ କରିଥିଲା ପାରାଦୀପ ବନ୍ଦର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story