ପାରାଦୀପ ବନ୍ଦରରେ ଲାଗିଲା ‘ଉର୍ଜା’

<p>ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଏକ ବିରାଟ ଜାହାଜ।&nbsp; ଅଦାନି କମ୍ପାନୀ ପାଇଁ ଦକ୍ଷିଣ ଆଫ୍ରିକାରୁ ପ୍ରାୟ ୧ ଲକ୍ଷ ଟନ୍ କୋଇଲା ନେଇ ଆସିଛି ଏହି ଜାହାଜ।&nbsp; ଏହାକୁ କେପ୍ ସାଇଜ୍ ଭେସେଲ କୁହାଯାଉଥିବା ବେଳେ ତାର ନାଁ ରହିଛି &lsquo;ଉର୍ଜା&rsquo;।&nbsp; ଏହାର ଲମ୍ବ ପ୍ରାୟ ୨୯୧ ମିଟର ଏବଂ ଓସାର ୪୫ ମିଟର। ପାରାଦୀପରେ ପ୍ରଥମ ଥର ଲାଗି ଏତେ ବଡ଼ ଜାହାଜ ଲାଗିଛି।</p> <p>ବନ୍ଦର ଅଭିବୃଦ୍ଧି ଲାଗି ବର୍ଥ ଖୋଳା ଯାଇ ଆହୁରି ଗଭୀର କରାଯାଇଥିବାରୁ ଏତେ ବଡ଼ ଜାହାଜ ବନ୍ଦର ଭିତରକୁ ଆସିପାରିଛି।&nbsp; &lsquo;ଉର୍ଜା&rsquo;କୁ ଆଙ୍କରେଜ୍&zwnj;ରୁ ବନ୍ଦର ମଧ୍ୟକୁ ସଫଳତାର ସହ ଆଣିଥିଲେ ଓଡ଼ଆ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର।&nbsp;&nbsp; .</p>

Ordigital Desk
  • Published: Sunday, 05 November 2017
  • Updated: 05 November 2017, 01:49 PM IST
<p>ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଏକ ବିରାଟ ଜାହାଜ।&nbsp; ଅଦାନି କମ୍ପାନୀ ପାଇଁ ଦକ୍ଷିଣ ଆଫ୍ରିକାରୁ ପ୍ରାୟ ୧ ଲକ୍ଷ ଟନ୍ କୋଇଲା ନେଇ ଆସିଛି ଏହି ଜାହାଜ।&nbsp; ଏହାକୁ କେପ୍ ସାଇଜ୍ ଭେସେଲ କୁହାଯାଉଥିବା ବେଳେ ତାର ନାଁ ରହିଛି &lsquo;ଉର୍ଜା&rsquo;।&nbsp; ଏହାର ଲମ୍ବ ପ୍ରାୟ ୨୯୧ ମିଟର ଏବଂ ଓସାର ୪୫ ମିଟର। ପାରାଦୀପରେ ପ୍ରଥମ ଥର ଲାଗି ଏତେ ବଡ଼ ଜାହାଜ ଲାଗିଛି।</p><p>ବନ୍ଦର ଅଭିବୃଦ୍ଧି ଲାଗି ବର୍ଥ ଖୋଳା ଯାଇ ଆହୁରି ଗଭୀର କରାଯାଇଥିବାରୁ ଏତେ ବଡ଼ ଜାହାଜ ବନ୍ଦର ଭିତରକୁ ଆସିପାରିଛି।&nbsp; &lsquo;ଉର୍ଜା&rsquo;କୁ ଆଙ୍କରେଜ୍&zwnj;ରୁ ବନ୍ଦର ମଧ୍ୟକୁ ସଫଳତାର ସହ ଆଣିଥିଲେ ଓଡ଼ଆ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର।&nbsp;&nbsp; .</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos