ପରଜଙ୍ଗ: ନିର୍ମାଣାଧୀନ କ୍ରସରକୁ ବିରୋଧ କରି ତହସିଲ ଅଫିସ୍ ଘେରାଉ

କାମାକ୍ଷାନଗର: ନିର୍ମାଣାଧୀନ କ୍ରସରକୁ ବିରୋଧ କରି ବୁଧବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁର ଶତାଧିକ ଲୋକ ତହସିଲ ଅଫିସ୍ ଘେରାଉ କରିଥିଲେ। ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ତହସିଲଦାର ଲଳିତ ମୋହନ ବେହେରା କହିଛନ୍ତି ଯେ ନିୟମ ଅନୁସାରେ କ୍ରସର ନିର୍ମାଣ କରାଯାଉଛି। ତେବେ ଲୋକଙ୍କ ଦାବିପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯିବ। ମୋହନପଶି ଗାଁରୁ ମାତ୍ର ୫୦୦ ମିଟର ଦୂରରେ […]

parjangstrike

parjangstrike

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 01:06 PM IST

Sports

Latest News

କାମାକ୍ଷାନଗର: ନିର୍ମାଣାଧୀନ କ୍ରସରକୁ ବିରୋଧ କରି ବୁଧବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁର ଶତାଧିକ ଲୋକ ତହସିଲ ଅଫିସ୍ ଘେରାଉ କରିଥିଲେ। ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ତହସିଲଦାର ଲଳିତ ମୋହନ ବେହେରା କହିଛନ୍ତି ଯେ ନିୟମ ଅନୁସାରେ କ୍ରସର ନିର୍ମାଣ କରାଯାଉଛି। ତେବେ ଲୋକଙ୍କ ଦାବିପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯିବ। ମୋହନପଶି ଗାଁରୁ ମାତ୍ର ୫୦୦ ମିଟର ଦୂରରେ ଏକ କ୍ରସର ନିର୍ମାଣ କରାଯାଉଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଏହି କ୍ରସର ଦ୍ୱାରା ଗାଁର ପରିବେଶ ନଷ୍ଟ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗାଁ ନିକଟସ୍ଥ କେନ୍ଦୁମୁଣ୍ଡା ଜଙ୍ଗଲରେ ଥିବା ପଥରକୁ ଦୃଷ୍ଟିରେ ରଖି ଏହି କାରଖାନା ବସା ଯାଉଛି। ଫଳରେ କେନ୍ଦୁମୁଣ୍ଡା ଜଙ୍ଗଲ ପଦା ହୋଇଯିବା ନିଶ୍ଚିତ ବୋଲି ଗ୍ରାମବାସୀ କହିଛନ୍ତି। ଏଠାରେ କ୍ରସର ନିର୍ମାଣ ନକରିବାକୁ ସେମାନେ ବାରମ୍ବାର ଦାବି କରିଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରି ନଥିଲେ। ତେଣୁ ସେମାନେ ଆଜି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story