ପାରୋଲ ପରେ ଜେଲକୁ ଫେରିଲେ ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ବିରଞ୍ଚି ଦାସ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ପାଇଥିବା ରାଜା ଆଚାର୍ଯ୍ୟଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା।  ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ଯାଏଁ ରାଜା ପାରୋଲରେ  ଜେଲରୁ ବାହାରକୁ  ଯାଇଥିଲେ। ପାରୋଲ ସରିବା ପରେ କୋର୍ଟଙ୍କ ନିକଟରେ  ସରେଣ୍ଡର କରିବାକୁ ସେ ଷ୍ଟ୍ରେଚରରେ ଯାଇଥିଲେ। ତେଣୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ପ୍ରଦାନ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ […]

raja-

raja-

Rakesh Mallick
  • Published: Friday, 29 April 2016
  • Updated: 29 April 2016, 03:19 PM IST

Sports

Latest News

ଭୁବନେଶ୍ୱର: ବିରଞ୍ଚି ଦାସ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ପାଇଥିବା ରାଜା ଆଚାର୍ଯ୍ୟଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା।  ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ଯାଏଁ ରାଜା ପାରୋଲରେ  ଜେଲରୁ ବାହାରକୁ  ଯାଇଥିଲେ। ପାରୋଲ ସରିବା ପରେ କୋର୍ଟଙ୍କ ନିକଟରେ  ସରେଣ୍ଡର କରିବାକୁ ସେ ଷ୍ଟ୍ରେଚରରେ ଯାଇଥିଲେ। ତେଣୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ପ୍ରଦାନ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।  ତେବେ ସେ ସୁସ୍ଥ ଅଛନ୍ତି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story