ପାରିବାରିକ ବିବାଦ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ତାରା ଦତ୍ତ, ମାଗିଲେ ଅଧିକ ସମୟ  

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନାହାନ୍ତି ବରିଷ୍ଠ ଆଇଏସଏସ୍ ତାରା ଦତ୍ତ। ଆଜି ସେ କମିଶନଙ୍କ ନିକଟରେ ହାଜର ହେବାର ଥିଲା। କିନ୍ତୁ ଏଥିପାଇଁ ସେ ଅଧିକ ସମୟ ଲୋଡ଼ିଥିବା ଜଣାପଡ଼ିଛି। ଏ ନେଇ କମିଶନଙ୍କୁ ତାରା ଦତ୍ତ ଲିଖିତ ଭାବେ ଜଣାଇଛନ୍ତି। ପୂଜା ଛୁଟି ପରେ ତାଙ୍କୁ ହାଜର ହେବା ପାଇଁ ଏକ ତାରିଖ ଦେବାକୁ ତାରା ଦତ୍ତ କମିଶନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ […]

tara

tara

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 02:42 PM IST

Sports

Latest News

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନାହାନ୍ତି ବରିଷ୍ଠ ଆଇଏସଏସ୍ ତାରା ଦତ୍ତ। ଆଜି ସେ କମିଶନଙ୍କ ନିକଟରେ ହାଜର ହେବାର ଥିଲା। କିନ୍ତୁ ଏଥିପାଇଁ ସେ ଅଧିକ ସମୟ ଲୋଡ଼ିଥିବା ଜଣାପଡ଼ିଛି। ଏ ନେଇ କମିଶନଙ୍କୁ ତାରା ଦତ୍ତ ଲିଖିତ ଭାବେ ଜଣାଇଛନ୍ତି। ପୂଜା ଛୁଟି ପରେ ତାଙ୍କୁ ହାଜର ହେବା ପାଇଁ ଏକ ତାରିଖ ଦେବାକୁ ତାରା ଦତ୍ତ କମିଶନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଇନ୍ଦୁଲତା ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। ସେ ହାଜର ହେବା ସହ ନିଜ ପକ୍ଷ ରଖିଥିଲେ।

ସେଠାରୁ ଫେରି ଗଣମାଧ୍ୟମକୁ ଇନ୍ଦୁଲତା କହିଛନ୍ତି ଯେ ତାଙ୍କ ସ୍ୱାମୀ ହାଜର ପାଇଁ କାହିଁକି ଅଧିକ ସମୟ ମାଗିଛନ୍ତି ତାହାର ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି। ତେଣୁ ବିବାଦର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେ କମିଶନଙ୍କୁ ଅନୁରୋଧ କରିଥିବା କହିଛନ୍ତି।

ମହିଳା କମିଶନ ଅଧ୍ୟକ୍ଷ ଲୋପାମୁଦ୍ରା  ବକ୍ସିପାତ୍ର କହିଛନ୍ତି ଯେ ଏ ମାମଲାର ଶୀଘ୍ର ସମାଧାନ କରିବାକୁ କମିଶନ ଚାହୁଁଛନ୍ତି। ତେବେ ତାରା ଦତ୍ତ ଆଉ କିଛି ଦିନ ସମୟ ମାଗିଛନ୍ତି। ଯଦି ସେ ନଆସନ୍ତି, ତାହାଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ତାରା ଦତ୍ତଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ସେ ମହିଳା କମିଶନରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାରାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଅଛି। ସେଥିପାଇଁ ସେ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story