ଘରୁ ଥାଇ ପାର୍କିଂ ସ୍ପେଶ ବୁକିଂ

ଭୁବନେଶ୍ୱର: ଆପଣ ସପିଂ ପାଇଁ ବାହାରିଛନ୍ତି। ହେଲେ ଘାରୁଛି ପାର୍କିଂ ସମସ୍ୟା। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରୁ ଥାଇ ଏହାର ସମାଧାନ ହୋଇପାରିବ। ଯାତ୍ରା ପୂର୍ବରୁ ଆପଣ ଘରୁ ଥାଇ ପାର୍କିଂ ସ୍ପେଶ ବୁକିଂ କରିପାରିବେ। ଖୁବ୍ ଶୀଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱରରେ  ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ପାର୍କିଂ ସ୍ପେଶ ପାଇଁ ଅନଲାଇନରେ ବୁକିଂ କରିହେବ। ଏଥିପାଇଁ ଇ-ପ୍ଲାଟଫର୍ମ ନାମକ ଏକ ୱେବ ପୋର୍ଟାଲ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେଉଁଠି […]

parking

parking

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 03:36 PM IST

ଭୁବନେଶ୍ୱର: ଆପଣ ସପିଂ ପାଇଁ ବାହାରିଛନ୍ତି। ହେଲେ ଘାରୁଛି ପାର୍କିଂ ସମସ୍ୟା। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରୁ ଥାଇ ଏହାର ସମାଧାନ ହୋଇପାରିବ। ଯାତ୍ରା ପୂର୍ବରୁ ଆପଣ ଘରୁ ଥାଇ ପାର୍କିଂ ସ୍ପେଶ ବୁକିଂ କରିପାରିବେ। ଖୁବ୍ ଶୀଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱରରେ  ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ପାର୍କିଂ ସ୍ପେଶ ପାଇଁ ଅନଲାଇନରେ ବୁକିଂ କରିହେବ। ଏଥିପାଇଁ ଇ-ପ୍ଲାଟଫର୍ମ ନାମକ ଏକ ୱେବ ପୋର୍ଟାଲ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେଉଁଠି ସ୍ଥାନ ଖାଲି ଅଛି, କେଉଁଠି ଗାଡ଼ି ରଖିବା ପାଇଁ ଉପଯୁକ୍ତ ସ୍ପେଶ ଅଛି ସେ ସଂକ୍ରାନ୍ତରେ ସମସ୍ତ ତଥ୍ୟ ରହିବ। ଏନେଇ ଏକ ଆପ ମଧ୍ୟ ଲଞ୍ଚ ହେବାର ଯୋଜନା ରହିଛି। ଏହି ଆପକୁ ଡାଉନଲୋର୍ଡ଼ କରି ଏସମସ୍ତ ସୁବିଧା ନେଇ ହେବ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସସିଏଲ) ପକ୍ଷରୁ ଏହି ସେବା ଶୋଭାରମ୍ଭ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story