କୋଟିଏରୁ ଅଧିକ ଟଙ୍କା ଆତ୍ମସାତ: ସିବିଆଇ ଖୋଲୁଛି ପେଡି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡାକଘରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଘଟଣାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତକାଲି ରାତିରେ ସିବିଆଇର ୧୦ରୁ ୧୫ ଜଣ ଅଧିକାରୀ ବିଭିନ୍ନ ସ୍ଥାନରେ ରେଡ୍ କରିଛନ୍ତି। ଅଭିଯୋଗ ଅନୁସାରେ ଜିଲ୍ଲା ମୁଖ୍ୟ ଡାକଘର ସମେତ କେସିଙ୍ଗା ବ୍ଲକର ବୋରିଆ ଓ ପାଷ୍ଟିକୁଡ଼ି ଡାକଘରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିଲା। ଅଡିଟ୍‌ ସମୟରେ ଏହି ଘୋଟାଲ ପଦାକୁ ଆସିଥିଲା। ପରେ ଡାକ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଡାକଘର ପୋଷ୍ଟ […]

pass book

pass book

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 05:52 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡାକଘରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଘଟଣାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତକାଲି ରାତିରେ ସିବିଆଇର ୧୦ରୁ ୧୫ ଜଣ ଅଧିକାରୀ ବିଭିନ୍ନ ସ୍ଥାନରେ ରେଡ୍ କରିଛନ୍ତି।

ଅଭିଯୋଗ ଅନୁସାରେ ଜିଲ୍ଲା ମୁଖ୍ୟ ଡାକଘର ସମେତ କେସିଙ୍ଗା ବ୍ଲକର ବୋରିଆ ଓ ପାଷ୍ଟିକୁଡ଼ି ଡାକଘରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିଲା। ଅଡିଟ୍‌ ସମୟରେ ଏହି ଘୋଟାଲ ପଦାକୁ ଆସିଥିଲା। ପରେ ଡାକ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର କବିରାଜ ହରିଜନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଏହାଛଡ଼ା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତି ପାଇଁ ପ୍ରଶାସନକୁ ଚିଠି ଲେଖିଥିଲେ। ଅନ୍ୟପକ୍ଷରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା କଥା ମଧ୍ୟ କହିଛନ୍ତି ଡାକ ଅଧିକ୍ଷକ।

ଜିଲ୍ଲା ଡାକ ଅଧୀକ୍ଷକ ପଦ୍ମନାଭ ଦାସ କହିଛନ୍ତି-“ଏହି ଘୋଟାଲାରେ ଜମାକାରୀଙ୍କର ଅର୍ଥ ଯାଇନାହିଁ। ଘଟଣାର ସିବିଆଇ ତଦନ୍ତ ଚାଲିଛି।”

ପୋଷ୍ଟ ଅଫିସରେ ଜମା ରଖିଥିବା ଜଣେ ଜମାକାରୀ ବିଶ୍ୱମିତ୍ର ସ୍ୱାଇଁ କହିଛନ୍ତି-“ଯଦି ସରକାରୀ ଅନୁଷ୍ଠାନରେ ଟଙ୍କା ରଖି ଲୋକେ ଠକାମୀରେ ଶିକାର ତାହା ହେଲେ କାହାକୁ ବିଶ୍ୱାସ କରିବା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story