ରାଜ୍ୟରେ ଖୋଲିବ ୨୦ଟି ପାସ୍‌ପୋର୍ଟ ସେବାକେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଖୁବ ଶୀଘ୍ର ଖୋଲିବ ୨୦ଟି ପାସପୋର୍ଟ ସେବାକେନ୍ଦ୍ର। ଆସନ୍ତା ସପ୍ତାହରେ ବାଲେଶ୍ୱର, ବ୍ରହ୍ମପୁର ଓ ଭବନୀପାଟଣାରେ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର। ଆସନ୍ତା ବର୍ଷ ଜୁନ ସୁଦ୍ଧା ସମସ୍ତ ପାସପୋର୍ଟ ସେବା କନ୍ଦ୍ର ଖୋଲିବ ବୋଲି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପାସପୋର୍ଟ ସଚିବ ଧନେଶ୍ୱର ଏମ୍. ମୁଲେ। ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର […]

Rakesh Mallick
  • Published: Monday, 27 November 2017
  • Updated: 27 November 2017, 07:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଖୁବ ଶୀଘ୍ର ଖୋଲିବ ୨୦ଟି ପାସପୋର୍ଟ ସେବାକେନ୍ଦ୍ର। ଆସନ୍ତା ସପ୍ତାହରେ ବାଲେଶ୍ୱର, ବ୍ରହ୍ମପୁର ଓ ଭବନୀପାଟଣାରେ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର। ଆସନ୍ତା ବର୍ଷ ଜୁନ ସୁଦ୍ଧା ସମସ୍ତ ପାସପୋର୍ଟ ସେବା କନ୍ଦ୍ର ଖୋଲିବ ବୋଲି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପାସପୋର୍ଟ ସଚିବ ଧନେଶ୍ୱର ଏମ୍. ମୁଲେ।

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା କରାଯିବ ବୋଲି ଧନେଶ୍ୱର କହିଛନ୍ତି। ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ, ଧନେଶ୍ୱରଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story