କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼! ଥାନାରେ ଯୁବକ ଅଟକ

ବାସୁଦେବପୁର(କିରୀଟି ଦାସ) : କାର୍ଯ୍ୟରତ ଡାକ୍ତରଙ୍କୁ ହୋଇଛି ମାଡ଼! ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାଡ଼ ମାରିଥିବା ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ବୁଧବାର ବିଳମ୍ବିତ ରାତିରେ ବାସୁଦେବପୁର ଥାନା ଏଡତାଳ ଗାଁର କନକଲତା ଦାଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଧ୍ରୁବଚରଣ ପାଣିଗ୍ରାହୀ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି […]

Bhadrak

Bhadrak

Manoranjan Sial
  • Published: Thursday, 30 June 2022
  • Updated: 30 June 2022, 03:52 PM IST

Sports

Latest News

ବାସୁଦେବପୁର(କିରୀଟି ଦାସ) : କାର୍ଯ୍ୟରତ ଡାକ୍ତରଙ୍କୁ ହୋଇଛି ମାଡ଼! ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାଡ଼ ମାରିଥିବା ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ବୁଧବାର ବିଳମ୍ବିତ ରାତିରେ ବାସୁଦେବପୁର ଥାନା ଏଡତାଳ ଗାଁର କନକଲତା ଦାଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଧ୍ରୁବଚରଣ ପାଣିଗ୍ରାହୀ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେହି ସମୟରେ କାର୍ଯ୍ୟରତ ଡାକ୍ତର ଅମରେନ୍ଦ୍ର ଜେନା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କିଛି ହୋଇନଥିବା କହିଥିଲେ।

ଏହା ପରେ ଶ୍ରୀ ପାଣିଗ୍ରାହୀ ବ୍ଲଡ୍‌ପ୍ରେସର ମାପିବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏଥିରେ ଡାକ୍ତର ରାଜି ହୋଇନଥିଲେ। ଏହି କଥାକୁ ନେଇ କନକଙ୍କ ଭାଇ ଓ ଡାକ୍ତରଙ୍କ ମଧ୍ୟ କଥା କଟାକଟି ହୋଇଥିଲା। ଯୁକ୍ତିତର୍କ ଭିତରେ ଧ୍ରୁବ ଡାକ୍ତର ଜେନାଙ୍କୁ ଚାପୁଡେ ମାରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ଡାକ୍ତରଙ୍କ କାନରୁ ରକ୍ତ ବାହାରିଥିଲା। ପାଖରେ ଥିବା ଅନ୍ୟ କର୍ମଚାରୀ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ମାଡ଼ ମାରିଥିବା ଯୁବକକୁ ଅଟକ ରଖି ଥାନାକୁ ଖବର ଦେଇଥିଲେ। ପୁଲିସ ଶ୍ରୀ ପାଣିଗ୍ରାହୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story