ସେ ଆଜି ବହୁତ ମନେ ପଡ଼ୁଛନ୍ତି...

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ସାତ ଜନ୍ମର ସାଥୀ ଭାବେ ହାତ ଧରିଥିଲେ ଯାହାଙ୍କୁ ତାଙ୍କ ସହ ସାତ ଦିନ ବି ବିତେଇ ପାରିଲେନି। ଆଖି ସାମ୍ନାରେ ସବୁକିଛି ଭାଙ୍ଗି ଚୁରମାର ହୋଇଗଲା। ଆଉ ସେଦିନର କଥା ଏବେ ମନେ ପଡ଼ିଲେ ଛାତି କଷ୍ଟରେ ଫାଟି ପଡ଼ୁଛି। ଇଏ ହେଉଛି ପାଟଣାଗଡ଼ ପାସର୍ଲ ବୋମା ବିସ୍ପୋରଣରେ ନିଜର ସବୁକି କିଛି ହରାଇଥିବା ରୀମାରାଣୀ ସାହୁଙ୍କ କାହାଣୀ। ବହୁଚର୍ଚ୍ଚିତ ପାଟଣାଗଡ଼ ପାସର୍ଲ ବୋମା ବିସ୍ଫୋରଣ ମାମଲାକୁ ପୁରିଛି ଦୁଇ ବର୍ଷ। ଆଜିର ଦିନରେ […]

87650

87650

Tapas Behera
  • Published: Sunday, 23 February 2020
  • Updated: 23 February 2020, 05:54 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ସାତ ଜନ୍ମର ସାଥୀ ଭାବେ ହାତ ଧରିଥିଲେ ଯାହାଙ୍କୁ ତାଙ୍କ ସହ ସାତ ଦିନ ବି ବିତେଇ ପାରିଲେନି। ଆଖି ସାମ୍ନାରେ ସବୁକିଛି ଭାଙ୍ଗି ଚୁରମାର ହୋଇଗଲା। ଆଉ ସେଦିନର କଥା ଏବେ ମନେ ପଡ଼ିଲେ ଛାତି କଷ୍ଟରେ ଫାଟି ପଡ଼ୁଛି। ଇଏ ହେଉଛି ପାଟଣାଗଡ଼ ପାସର୍ଲ ବୋମା ବିସ୍ପୋରଣରେ ନିଜର ସବୁକି କିଛି ହରାଇଥିବା ରୀମାରାଣୀ ସାହୁଙ୍କ କାହାଣୀ।

ବହୁଚର୍ଚ୍ଚିତ ପାଟଣାଗଡ଼ ପାସର୍ଲ ବୋମା ବିସ୍ଫୋରଣ ମାମଲାକୁ ପୁରିଛି ଦୁଇ ବର୍ଷ। ଆଜିର ଦିନରେ ହିଁ ପାଟଣାଗଡ଼ରେ ଘଟିଥିଲା ସେହି ଭୟଙ୍କର ବିସ୍ଫୋରଣ। ଯାହା ଦୁଇଟି ପରିବାରକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲା।

୨୩ ଫେବୃଆରୀ ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ପରେ ଏବେ ପରିବାର ଯେପରି ବେସାହାରା ହୋଇପଡ଼ିଛି। ସ୍ତ୍ରୀ ରୀମାରାଣୀଙ୍କ ପାଇଁ ଜୀବନ ବଞ୍ଚିବା କଷ୍ଟସାଧ୍ୟ ହୋଇପଡ଼ିଛି। ଲୁହ ଛଳଛଳରେ  ରୀମାରାଣୀ କହିଛନ୍ତି ଯେ, ତାଙ୍କୁ ଝୁରି ଝୁରି ମୋର ଦିନ ଗଡ଼ୁଛି। ସେ ଆଜି ବହୁତ ମନେ ପଡ଼ୁଛି।

୧୮ ଫେବୃଆରୀ ୨୦୧୮। ବେଶ ବର୍ଣ୍ଣାଢ୍ୟ ଢଙ୍ଗରେ ହୋଇଥିଲା ରୀମାରାଣୀ ଓ ସୌମ୍ୟଶେଖରଙ୍କ ବିବାହ। ଆଖିରେ ଆଖିଏ ସ୍ୱପ୍ନ ନେଇ ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମ ପାଇଁ ସୌମ୍ୟଙ୍କୁ ନିଜର ସବୁକିଛି ମାନିଥିଲେ ରୀମା। ବିବାହକୁ ନେଇ ଉଭୟ ପରିବାର ବି ବେଶ ଖୁସି ଥିଲେ। ହେଲେ ରୀମାରାଣୀଙ୍କ ହାତର ମେହେନ୍ଦି ନଲିଭୁଣୁ ଅର୍ଥାତ ୨୩ ଫେବୃଆରୀ  ୨୦୧୮ରେ ଘଟିଥିଲା ସେହି ନାରକୀୟକାଣ୍ଡ।

https://youtu.be/a_BUZgyWH1o

ପାର୍ସଲରେ ବିବାହ ଭେଟି ଥିବା ଭାବି ଏହାକୁ ଖୋଲିଥିଲେ ସୌମ୍ୟ ଓ ରୀମା । ହେଲେ ବିସ୍ଫୋରଣ ଦୋହଲାଇ ଦେଇଥିଲା ସମସ୍ତଙ୍କୁ। ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ରୀମାରାଣୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଦିନ ଅଲିଅଲି ପୁଅକୁ ହରାଇଥିଲା ମା’।  ଆଜି ବି ମନେ ପକାଇଲେ ନିଜ କୋହକୁ ସମ୍ଭାଳି ପାରନ୍ତିନି ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ।

ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଗିରଫ ହୋଇ ଏବେ ଜେଲରେ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଅଛନ୍ତି। ପାଟଣାଗଡ଼ ଭଈଷାଁ କଲେଜରେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ଅଧ୍ୟକ୍ଷ ଥିଲେ।  ହେଲେ ଏହି ପଦବୀକୁ ନେଇ ଆଶାୟୀ ଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର ରଚିଥିଲେ ପୂରା ଷଡ଼ଯନ୍ତ୍ର । କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଅନୁଯାୟୀ, ପୁଞ୍ଜିଲାଲ୍ ନିଜେ ହିଁ ପ୍ରସ୍ତୁତ କରିଥିଲେ ପାର୍ସଲ ବୋମା । ଏହାକୁ ବେଶ ଚାଲାକିର ସହ ନେଇ ରାୟପୁର ଯାଇଥିଲେ। ସେଠି କୋରିୟର୍ ଏଜେନ୍ସି ଦ୍ୱାରା ପାଟଣାଗଡ଼ ସୌମ୍ୟଶେଖରଙ୍କ ଘରକୁ ପଠାଇଥିଲେ ପାର୍ସଲ।

https://youtu.be/a_BUZgyWH1o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story