ପାତ୍ରପଡ଼ା ଦିଲ୍ଲୀପ ନାଏକ ହତ୍ୟା ଘଟଣା: ୨ ଗିରଫ,ମୁଖ୍ୟ ଅଭିଯୁକ୍ତ ରାଜୁ ଫେରାର୍

ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡ଼ା ଦିଲ୍ଲୀପ ନାଏକ ହତ୍ୟା ଘଟଣାରେ ଅଟକ ଥିବା ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୋଲିସ। ଘଟଣାରେ ସଂଶ୍ଲିଷ୍ଟ ଥିବା ସହଯୋଗୀ ସୂର୍ଯ୍ୟକାନ୍ତ ଓ ଶରତଙ୍କୁ ପୂର୍ବରୁ କମିଶନରେଟ୍ ପୋଲିସ ଅଟକ ରଖିଥିଲା। ତେବେ ଏବେ ବି ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଫେରାର ଅଛି। ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ […]

gulikanda

gulikanda

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 08:01 AM IST

Sports

Latest News

ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡ଼ା ଦିଲ୍ଲୀପ ନାଏକ ହତ୍ୟା ଘଟଣାରେ ଅଟକ ଥିବା ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୋଲିସ। ଘଟଣାରେ ସଂଶ୍ଲିଷ୍ଟ ଥିବା ସହଯୋଗୀ ସୂର୍ଯ୍ୟକାନ୍ତ ଓ ଶରତଙ୍କୁ ପୂର୍ବରୁ କମିଶନରେଟ୍ ପୋଲିସ ଅଟକ ରଖିଥିଲା। ତେବେ ଏବେ ବି ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଫେରାର ଅଛି। ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ପାତ୍ରପଡା ଅଞ୍ଚଳରେ ଠିକାଦାର ଦିଲ୍ଲୀପ ନାଏକଙ୍କୁ ଗିଳିକରି ହତ୍ୟା କରାଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story