ଡଙ୍ଗାରେ ଫେରିଲା ମୃତଦେହ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାସ୍ତାଘାଟ ନାହିଁ, ଫଳରେ ଜଳଭଣ୍ଡାର ଅତିକ୍ରମ କରିବା ପାଇଁ ଭଙ୍ଗା ଡଙ୍ଗାର ସହାୟତା ନେବାକୁ ପଡ଼ୁଛି। ତେଣୁ  ଏବେ ସେଠାରେ କେବଳ ଭଙ୍ଗା ଡଙ୍ଗା ହିଁ ଏକମାତ୍ର ସାହା ଭରସା। ସେହି ଭଙ୍ଗା ଡଙ୍ଗାରେ ମଧ୍ୟ ମୃତଦେହକୁ ନେବାକୁ ପଡ଼ୁଛି। ବିକଳ୍ପ ରାସ୍ତା ନଥିବାରୁ ଲୋକେ ଜଳଭଣ୍ଡାର ବାଟେ ଯିବା ଆସିବା କରିଥାନ୍ତି। ହେଲେ ଜଳଭଣ୍ଡାରରେ ବି ଭଲ ଡଙ୍ଗା କି ଲଞ୍ଚ ନଥିବାରୁ ଲୋକେ ସେହି ପୁରୁଣା ଭଙ୍ଗା ଦଦରା ଡଙ୍ଗା […]

ganjam

ganjam

Ranjit Kumar Jena
  • Published: Monday, 02 November 2020
  • Updated: 02 November 2020, 04:02 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାସ୍ତାଘାଟ ନାହିଁ, ଫଳରେ ଜଳଭଣ୍ଡାର ଅତିକ୍ରମ କରିବା ପାଇଁ ଭଙ୍ଗା ଡଙ୍ଗାର ସହାୟତା ନେବାକୁ ପଡ଼ୁଛି। ତେଣୁ  ଏବେ ସେଠାରେ କେବଳ ଭଙ୍ଗା ଡଙ୍ଗା ହିଁ ଏକମାତ୍ର ସାହା ଭରସା। ସେହି ଭଙ୍ଗା ଡଙ୍ଗାରେ ମଧ୍ୟ ମୃତଦେହକୁ ନେବାକୁ ପଡ଼ୁଛି।

ବିକଳ୍ପ ରାସ୍ତା ନଥିବାରୁ ଲୋକେ ଜଳଭଣ୍ଡାର ବାଟେ ଯିବା ଆସିବା କରିଥାନ୍ତି। ହେଲେ ଜଳଭଣ୍ଡାରରେ ବି ଭଲ ଡଙ୍ଗା କି ଲଞ୍ଚ ନଥିବାରୁ ଲୋକେ ସେହି ପୁରୁଣା ଭଙ୍ଗା ଦଦରା ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଜଳ ଭଣ୍ଡାର ଭିତରେ ଯାଉଥିବାବେଳେ ଡଙ୍ଗାରେ ପାଣି ପଶିଯାଏ। ହେଲେ ସେହି ପାଣିକୁ କାଢ଼ି କାଢ଼ି ଯିବାକୁ ପଡୁଛି।

ଜଳଭଣ୍ଡାର ସେପଟେ ଥିବା ଆଙ୍କୁଲି ପଞ୍ଚାୟତ ଏଲଗଲ ଗାଁ ଲୋକେ ଏବେ ବି ନିଜ ଜୀବନକୁ ପାଣି ଛଡ଼ାଇ ଭଙ୍ଗା ଡଙ୍ଗାରେ ଯାତାୟାତ କରୁଛନ୍ତି। ଏପରିକି ସେହି ଡଙ୍ଗାରେ ରୋଗୀ ନେବା ଆଣିବା କରିବାକୁ ପଡୁଛି। ଚିକିତ୍ସା ପାଇଁ ଆସିଥିବା ଏଲଗଲ ଗାଁର ବନମାଳୀ ପ୍ରଧାନଙ୍କର ମୃତ୍ୟୁ ହେବାରୁ ତାଙ୍କ ମୃତଦେହକୁ ସେହିଭଳି ଭଙ୍ଗା ଡଙ୍ଗାରେ ନେବାକୁ ପଡ଼ିଥିଲା।

ଜଳଭଣ୍ଡାର ଆରପାଖରେ ରହିଛି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଆଙ୍କୁଲି ପଞ୍ଚାୟତର ବଣିଆବସା, ଏଲଗଲ, ମାଡ଼ୁଆ, ବେହେରାପୁଟ, ଶିରିଶଗଣ୍ଡ ଭଳି ୭ରୁ ଊର୍ଦ୍ଧ୍ୱ ଗ୍ରାମ। ସମସ୍ତ ଗ୍ରାମ ପାହାଡ଼ ଉପର ହୋଇଥିବାରୁ ଏହି ସମସ୍ତ ଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହା ଭରସା ଏହି ଜଳଭଣ୍ଡାର। ଏଭଳି ସ୍ଥାନରେ ଏକ ଭଲ ଡ଼ଙ୍ଗା ବ୍ୟବସ୍ଥା କରିବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story