ଛାଡ଼ଖାଇରେ ଜୀବହତ୍ୟା ନକରିବାକୁ ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଛାଡ଼ଖାଇ ପାଇଁ ନିଜର ଜିଭର ଲାଳସା ନିମନ୍ତେ ହଜାର ହଜାର ନିରୀହ ଜୀବ ହତ୍ୟା ନକରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ ମାଧ୍ୟମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବ ହତ୍ୟା ନକରିବାକୁ ନିବେଦନ କରିଛନ୍ତି। ସାରା ବିଶ୍ୱରେ ମଣିଷ ଯେପରି ଭାବରେ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଅନ୍ୟ ଜୀବଜନ୍ତୁମାନଙ୍କୁ ମଧ୍ୟ […]

niranjan

niranjan

Manoranjan Sial
  • Published: Tuesday, 12 November 2019
  • Updated: 13 November 2019, 10:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଛାଡ଼ଖାଇ ପାଇଁ ନିଜର ଜିଭର ଲାଳସା ନିମନ୍ତେ ହଜାର ହଜାର ନିରୀହ ଜୀବ ହତ୍ୟା ନକରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ ମାଧ୍ୟମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବ ହତ୍ୟା ନକରିବାକୁ ନିବେଦନ କରିଛନ୍ତି। ସାରା ବିଶ୍ୱରେ ମଣିଷ ଯେପରି ଭାବରେ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଅନ୍ୟ ଜୀବଜନ୍ତୁମାନଙ୍କୁ ମଧ୍ୟ ସେହିପରି ଭଗବାନ ସୃଷ୍ଟି କରିଛନ୍ତି। ଆମ୍ଭମାନଙ୍କର ଏଭଳି ବିଶ୍ୱାସ ମଧ୍ୟ ରହିଛି। ତେଣୁ ନିଜର ଜିଭର ଲାଳସା ପାଇଁ ଛାଡ଼ଖାଇରେ ଜୀବ ହତ୍ୟା ନକରିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story