ମାରିଲା ହାତୀ, ତାତିଲେ ଲୋକେ

ଖୋର୍ଦ୍ଧା (ବଳରାମ ଲେଙ୍କା):  ହାତୀ ଉତ୍ପାତକୁ ନେଇ ତାତିଲେ ଲୋକେ । ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ହାତୀ ଦୁଇ ଜଣଙ୍କୁ ମାରିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ହଜ୍-ରଣପୁର ରାସ୍ତାରୋକ କରିଛନ୍ତି ହଜ୍ ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଶତାଧିକ ଗାଡ଼ି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଉତ୍ପାତ ମଚାଇଥିବା ବେଳେ ଏନେଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା […]

loka-1

loka-1

Niharika Rout
  • Published: Saturday, 18 January 2020
  • Updated: 18 January 2020, 10:29 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା):  ହାତୀ ଉତ୍ପାତକୁ ନେଇ ତାତିଲେ ଲୋକେ । ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ହାତୀ ଦୁଇ ଜଣଙ୍କୁ ମାରିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ହଜ୍-ରଣପୁର ରାସ୍ତାରୋକ କରିଛନ୍ତି ହଜ୍ ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଶତାଧିକ ଗାଡ଼ି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଉତ୍ପାତ ମଚାଇଥିବା ବେଳେ ଏନେଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ରେଞ୍ଜ ହଜ୍‌ ଗାଁ ଓ କଲରାଝର ଗାଁରେ ୨ ଜଣଙ୍କୁ ହାତୀ ମାରି ଦେଇଛି । ସେମାନେ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି  ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ହାତୀ ଗାଁରେ ପଶି ବହୁ ଲୋକଙ୍କ ଘର ଭାଙ୍ଗି ଦେଇଥିଲା । ତା’ପରେ ଛୁଆଳ ଓ ସନାତନଙ୍କ ଘର ଭାଙ୍ଗିବା ସହ ସେମାନଙ୍କୁ ପାଦରେ ଦଳି ଦେଇଥିଲା । ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story