ଆଜି ରଙ୍ଗର ପର୍ବ ହୋଲି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ଏଥିପାଇଁ&nbsp; ଗାଁଠୁ ସହର ଉତ୍ସବ ମୁଖର। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ। ଭାଇଚାରାର ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ୍&zwnj; ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି।&nbsp; ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍&zwnj; ଆଗ୍ରହ ଦେଖାଦେଇଛି। ତେବେ ହୋଲିରେ ସହରରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରହିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।&nbsp; ହୋଲି ଦିନ ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।&nbsp; ଏଥିସହିତ ବଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଡିସିପି କହିଛନ୍ତି।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 07:40 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ଏଥିପାଇଁ&nbsp; ଗାଁଠୁ ସହର ଉତ୍ସବ ମୁଖର। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ। ଭାଇଚାରାର ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ୍&zwnj; ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି।&nbsp; ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍&zwnj; ଆଗ୍ରହ ଦେଖାଦେଇଛି। ତେବେ ହୋଲିରେ ସହରରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରହିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।&nbsp; ହୋଲି ଦିନ ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।&nbsp; ଏଥିସହିତ ବଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଡିସିପି କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos