ପେଟ୍ରୋଲ ପମ୍ପ ଠକେଇକୁ ନେଇ ସରକାରଙ୍କ ଅକଲ ଗୁଡୁମ୍

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଠକେଇକୁ ନେଇ ସରକାରଙ୍କ ଅକଲ ଗୁଡୁମ୍।  ମିଟର ଟ୍ୟାମ୍ପର୍ଡ କରି ତେଲ ମାରୁଥିବା ଡିଲରଙ୍କୁ କେମିତି ଧରାଯିବ ସେ ନେଇ ବାଟ ପାଉନି ଯୋଗାଣ ବିଭାଗ।  ନେଡିଗୁଡ କହୁଣିକୁ ବୋହିଯିବା ପରେ ବିଭାଗ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡଗଠନ କରିବା ସହ ଚଢାଉକୁ ଜୋରଦାର କରିବା ଲାଗି ଯୋଜନା କରିଛି। ତେଲ ଚୋରି ଅଭିଯୋଗ ଆସିବା ପରେ କିଛି ମାସ ପୂର୍ବେ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା। ତେବେ ଠକେଇର ଫଣ୍ଡା […]

nn

nn

Rakesh Mallick
  • Published: Monday, 11 December 2017
  • Updated: 11 December 2017, 01:29 PM IST

Sports

Latest News

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଠକେଇକୁ ନେଇ ସରକାରଙ୍କ ଅକଲ ଗୁଡୁମ୍।  ମିଟର ଟ୍ୟାମ୍ପର୍ଡ କରି ତେଲ ମାରୁଥିବା ଡିଲରଙ୍କୁ କେମିତି ଧରାଯିବ ସେ ନେଇ ବାଟ ପାଉନି ଯୋଗାଣ ବିଭାଗ।  ନେଡିଗୁଡ କହୁଣିକୁ ବୋହିଯିବା ପରେ ବିଭାଗ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡଗଠନ କରିବା ସହ ଚଢାଉକୁ ଜୋରଦାର କରିବା ଲାଗି ଯୋଜନା କରିଛି।

ତେଲ ଚୋରି ଅଭିଯୋଗ ଆସିବା ପରେ କିଛି ମାସ ପୂର୍ବେ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା। ତେବେ ଠକେଇର ଫଣ୍ଡା ଜଣା ପଡ଼ି ନ ଥିଲା। ଏଥର ବିଶେଷଜ୍ଞଙ୍କୁ ସ୍କ୍ୱାର୍ଡରେ ସାମିଲ କରିବାକୁ ବିଭାଗ ସ୍ଥିର କରିଛି। ରାଜ୍ୟର କୌଣସି ପେଟ୍ରୋଲ ପମ୍ପରେ ଠକେଇ ହେଉନାହିଁ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story