ଅନୁଗୋଳ ପୋଲିସ କଟକରୁ ୩ ଜଣଙ୍କୁ ଉଠାଇ ନେଲା

କଟକ(ଓଡ଼ିଶା ରିପୋର୍ଟର): ଆନ୍ତଃରାଜ୍ୟ ତେଲ ଚୋରି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ କଟକରୁ ଉଠାଇନେଲା ଅନୁଗୋଳ ପୋଲିସ। କଟକ ଶକ୍ତିନଗର ଅଞ୍ଚଳରେ ଅଭିଯୁକ୍ତମାନେ ରହୁଥିବା ଖବର ପାଇ ଅନୁଗୋଳ ପୋଲିସ, ବାଦାମବାଡି ପୋଲିସ ସହାୟତାରେ ସେମାନଙ୍କୁ ଉଠାଇ ନେଇଛି। ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ନୂଆଦିଲ୍ଲୀର କରଣ ଶର୍ମାଙ୍କ ସହ ୩ ଜଣଙ୍କୁ ଅନୁଗୋଳ ପୋଲିସ ଆଜି କାବୁ କରିଛି। ତେଲ ଚୋରି ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ […]

petrol-maps-of-india-image

petrol-maps-of-india-image

Rakesh Mallick
  • Published: Friday, 02 March 2018
  • Updated: 02 March 2018, 07:24 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆନ୍ତଃରାଜ୍ୟ ତେଲ ଚୋରି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ କଟକରୁ ଉଠାଇନେଲା ଅନୁଗୋଳ ପୋଲିସ। କଟକ ଶକ୍ତିନଗର ଅଞ୍ଚଳରେ ଅଭିଯୁକ୍ତମାନେ ରହୁଥିବା ଖବର ପାଇ ଅନୁଗୋଳ ପୋଲିସ, ବାଦାମବାଡି ପୋଲିସ ସହାୟତାରେ ସେମାନଙ୍କୁ ଉଠାଇ ନେଇଛି। ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ନୂଆଦିଲ୍ଲୀର କରଣ ଶର୍ମାଙ୍କ ସହ ୩ ଜଣଙ୍କୁ ଅନୁଗୋଳ ପୋଲିସ ଆଜି କାବୁ କରିଛି।

ତେଲ ଚୋରି ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଉନଥିଲା। ତେବେ ଅଭିଯୁକ୍ତମାନେ କଟକରେ ଥିବା ଜାଣିପାରି ଅନୁଗୋଳ ପୋଲିସର ଏକ ସ୍ୱତନ୍ତ୍ର ଟିମ ବାଦାମବାଡି ପୋଲିସ ସହାୟତାରେ ଧରିବାରେ ସଫଳ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଗୁଡିକୁ ଏମାନେ ଲୁଟ୍ କରିବା ସହ ତେଲ ଚୋରି କରିକରି ଅନ୍ୟତ୍ର ବିକ୍ରି କରନ୍ତି। ସମସ୍ତ ଅଭିଯୁକ୍ତମାନେ ୪ମାସ ହେବ କଟକ ଶକ୍ତିନଗର ଅଞ୍ଚଳରେ ଭଡାରେ ରହୁଥିଲେ। ତେବେ ଏମାନଙ୍କ ନେଟୱାର୍କ ରାଜ୍ୟ ବାହାରେ ଥିବା ପୋଲିସ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story