ଫାଇଲିନ କ୍ଷତିପୂରଣ ଦାବିରେ ପୁରୀ-ସାତପଡା ରାଜପଥ ପଣସପଦା ଛକରେ କ୍ଷତିଗ୍ରସ୍ତଙ୍କ ଅନଶନ

ବ୍ରହ୍ମଗିରି: ଫାଇଲିନ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ତମାନେ ପୁରୀ-ସାତପଡା ରାଜପଥ କଡରେ ଆମରଣ ଅନଶନରେ ବସିଛନ୍ତି । ଫ।ଇଲିନ ବାସଗୃହ ସଂଗ୍ରାମ ମଞ୍ଚ ଆହ୍ୱାନରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଶହ ଶହ ଫାଇଲିନ୍ କ୍ଷତିଗ୍ରସ୍ତ ଲୋକେ ପଣସପଦା ଛକରେ ମଙ୍ଗଳବାରଠାରୁ ଏହି ଆମରଣ ଅନଶନ ଆରମ୍ଭ କରିଛନ୍ତି। ବାତ୍ୟାରେ ଗଞ୍ଜ।ମ ଓ ଖୋର୍ଦ୍ଧା ଜିଲ୍ଲା ପରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।  ବିଶ୍ୱବ୍ୟାଙ୍କ ସହାୟତାରେ ସମୁଦ୍ର ବେଳାଭୂମିର ୫ କିଲୋମିଟର […]

bramhagiri

bramhagiri

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 02:18 AM IST

Sports

Latest News

ବ୍ରହ୍ମଗିରି: ଫାଇଲିନ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ତମାନେ ପୁରୀ-ସାତପଡା ରାଜପଥ କଡରେ ଆମରଣ ଅନଶନରେ ବସିଛନ୍ତି । ଫ।ଇଲିନ ବାସଗୃହ ସଂଗ୍ରାମ ମଞ୍ଚ ଆହ୍ୱାନରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଶହ ଶହ ଫାଇଲିନ୍ କ୍ଷତିଗ୍ରସ୍ତ ଲୋକେ ପଣସପଦା ଛକରେ ମଙ୍ଗଳବାରଠାରୁ ଏହି ଆମରଣ ଅନଶନ ଆରମ୍ଭ କରିଛନ୍ତି।

ବାତ୍ୟାରେ ଗଞ୍ଜ।ମ ଓ ଖୋର୍ଦ୍ଧା ଜିଲ୍ଲା ପରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।  ବିଶ୍ୱବ୍ୟାଙ୍କ ସହାୟତାରେ ସମୁଦ୍ର ବେଳାଭୂମିର ୫ କିଲୋମିଟର ଦୂରତ୍ୱ ଭିତରେ ବାସ କରୁଥିବା ଗରିବ, ଭିନ୍ନକ୍ଷମ ଓ ଚାଳଘର ଥିବା ବ୍ୟକ୍ତିଙ୍କୁ ୩ଲକ୍ଷ ଟଙ୍କା ବ୍ୟୟରେ ପକ୍କାଘର ଯୋଗାଇ ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ନେଇ ମଞ୍ଚ ପକ୍ଷରୁ ପୁରୀ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ ଓ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକଙ୍କୁ ବାରମ୍ବାର ଜଣାଯାଉଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story