ବାତ୍ୟା ପ୍ରଭାବିତ ଲୋକଙ୍କୁ ଜଳ ଯୋଗାଇଲା ଜନସ୍ୱାସ୍ଥ୍ୟ ବିଭାଗ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫନି’ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଯାହାଫଳରେ ପାନୀୟ ଜଳ ଯୋଗାଣ ଏକ ପ୍ରକାର ବନ୍ଦ ହୋଇଯାଇଛି। ବାତ୍ୟା ପରେ ପାଣି ମୁନ୍ଦାଏ ପାଇଁ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଥିଲେ। ତେବେ ଲୋକଙ୍କ ଏହି ଅସୁବିଧା ଦୂର କରିବା ପାଇଁ ବିଦ୍ୟୁତ ନଥିବା ସତ୍ତ୍ୱେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ସ୍ୱାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ପଟ୍ଟାମୁଣ୍ଡାଇ ଜନସ୍ୱାସ୍ଥ୍ୟ […]

phd-department-supplay-water-in-cyclone-affected-aria

Manoranjan Sial
  • Published: Saturday, 11 May 2019
  • Updated: 11 May 2019, 05:16 PM IST

Sports

Latest News

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫନି’ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଯାହାଫଳରେ ପାନୀୟ ଜଳ ଯୋଗାଣ ଏକ ପ୍ରକାର ବନ୍ଦ ହୋଇଯାଇଛି। ବାତ୍ୟା ପରେ ପାଣି ମୁନ୍ଦାଏ ପାଇଁ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଥିଲେ। ତେବେ ଲୋକଙ୍କ ଏହି ଅସୁବିଧା ଦୂର କରିବା ପାଇଁ ବିଦ୍ୟୁତ ନଥିବା ସତ୍ତ୍ୱେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ସ୍ୱାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ପଟ୍ଟାମୁଣ୍ଡାଇ ଜନସ୍ୱାସ୍ଥ୍ୟ ବିଭାଗ। ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଛି।
ଡିଜି ମେସିନ୍ ମଧ୍ୟମରେ ଚୂନଡିହ, ବକ୍ତାରପୁର, ତନୁପୁର ଓ ମେଡିକାଲଠାରେ ଥିବା ପାନୀୟଜଳ ପ୍ରକଳ୍ପରୁ ପାଣି ଉଠାଇ ଟ୍ୟାଙ୍କର ଯୋଗେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୨୧ଟି ୱାର୍ଡରେ ପ୍ରାୟ ୪୪,୦୦୦ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି। କେନ୍ଦ୍ରାପଡା ଉପଖଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନ୍ମେଜୟ ନାୟକ, କଟକ ଖଣ୍ଡ-୨ର ନିର୍ବାହୀ ଯନ୍ତ୍ରୀ ନବକିଶୋର ସାମଲଙ୍କ ସହିତ ସ୍ଥାନୀୟ ସହକାରୀ ଯନ୍ତ୍ରୀ ଧୀରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱବଧାନରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story