ପିପିଲି: ସମ୍ପୁରପଡା ବଲ୍ଲଭପୁରରେ ପାତାଳୀ ହେଲେ ପତିତପାବନ ଠାକୁର

ପିପିଲି: ସାରା ବିଶ୍ୱରେ ମହାପ୍ରଭୁଙ୍କ ନବକଳେବର ରଥଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ପ୍ରାୟ ସବୁ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନବକଳେବର କରାଯାଉଛି । ନବକଳେବରକୁ ନେଇ ପିପିଲିରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି । ପିପିଲିସ୍ଥିତ ସମ୍ପୁରପଡା ବଲ୍ଲଭପୁରରେ ପୂଜା ପାଉଥିବା ପତିତପାବନ ଠାକୁରଙ୍କ ପୁରୁଣା ବିଗ୍ରହଙ୍କ ପାତାଳୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହୋମଯଜ୍ଞ କରାଯାଇ ପୁରୁଣା ବିଗ୍ରହଙ୍କୁ ପାତାଳୀ କରାଯାଇଥିଲା । ଏହାକୁ ଦେଖିବା ପାଇଁ ବଲ୍ଲଭପୁର ସହ ଆଖପାଖ ଅଞ୍ଚଳରୁ […]

pipili

pipili

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 09:18 AM IST

Sports

Latest News

ପିପିଲି: ସାରା ବିଶ୍ୱରେ ମହାପ୍ରଭୁଙ୍କ ନବକଳେବର ରଥଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ପ୍ରାୟ ସବୁ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନବକଳେବର କରାଯାଉଛି । ନବକଳେବରକୁ ନେଇ ପିପିଲିରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି । ପିପିଲିସ୍ଥିତ ସମ୍ପୁରପଡା ବଲ୍ଲଭପୁରରେ ପୂଜା ପାଉଥିବା ପତିତପାବନ ଠାକୁରଙ୍କ ପୁରୁଣା ବିଗ୍ରହଙ୍କ ପାତାଳୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହୋମଯଜ୍ଞ କରାଯାଇ ପୁରୁଣା ବିଗ୍ରହଙ୍କୁ ପାତାଳୀ କରାଯାଇଥିଲା । ଏହାକୁ ଦେଖିବା ପାଇଁ ବଲ୍ଲଭପୁର ସହ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story